ଖୋର୍ଦ୍ଧା ଜିଲ୍ଲା ପାଳ ଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ ର ଦାବି ପତ୍ର

ବିଂଝାରପୁର ,ନୟାଗଡ଼ ଓ ଚାନ୍ଦବାଲି ରେ ଯେଉଁ ଘଟଣା ମାନ ଘଟିଛି ତାକୁ ଭିତି କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ(ଖୋର୍ଦ୍ଧା)ର ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ଖୋର୍ଦ୍ଧା ଜଟଣୀ :- ଖୋର୍ଦ୍ଧା ଜଟଣୀ ଗଣତାନ୍ତ୍ରିକ ପଦ୍ଧତିରେ କୁହା ଯାଉଥିବା ସାମ୍ବାଦିକ ଚତୁର୍ଥ ସ୍ତମ୍ଭ କିନ୍ତୁ ଆଜି କା ଦିନରେ କାର୍ଯ୍ୟରତ ସାମ୍ବାଦିକ ମାନେ ବହୁ ଆକ୍ରୋଶର ଶିକାର ହେଉଛନ୍ତି । ୨୨ବର୍ଷ ର ସରକାର ଜନ୍ମ ଠାରୁ ମୂର୍ତ୍ତୃ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ କିଛି ଆଇନ ପ୍ରଣୟନ କଲେ ନାହିଁ ବହୁ ଦୁଃଖ ଦାୟକ ଘଟଣା । ବାରମ୍ବାର ଗଣମାଧ୍ୟମ ପ୍ରତିନିଧି ସମସ୍ତଙ୍କ ହାତରେ ଆକ୍ରୋଶର ଶିକାର ହେଉଛନ୍ତି ।

ବିଂଝାରପୁର ,ନୟାଗଡ଼ ଓ ଚାନ୍ଦବାଲି ରେ ଯେଉଁ ଘଟଣା ମାନ ଘଟିଛି ତାକୁ ଭିତି କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ(ଖୋର୍ଦ୍ଧା)ର ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ସାମ୍ବାଦିକ ଉମାଶଙ୍କର ପ୍ରସାଦ ରାମ, ଶରତ ବାରିକ, ରବି ନାରାୟଣ ସାହୁ,ସତ୍ୟ ନାରାୟଣ ପାଇକରାୟ, ଜିତୁ ସାହୂ, ଅଭିଭକ୍ତ ହରିହର ଖାଡଙ୍ଗା, ସତ୍ୟ ନାରାୟଣ ଦାସ,ରଣଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version