
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ଭୁବନେଶ୍ୱର :- ବୃଷ : ଚାକିରିରେ ପଦୋନ୍ନତିର ସମାଚାର ମିଳିବ। ଉଚ୍ଚ ପଦାଧିକାରିମାନଙ୍କର ସହଯୋଗ ପ୍ରାପ୍ତ ହେବ। ସରକାରୀ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ଆସିବାରୁ ଲାଭ ମିଳିବ। ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ। ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ ହାତକୁ ନେବେ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ଫୂର୍ତ୍ତି ରହିବ। ଧନ ଏବଂ ମାନ- ସମ୍ମାନ ପ୍ରାପ୍ତି ହେବ। ବ୍ୟାପାରିମାନଙ୍କର ବାକୀଥିବା ରାଶି ଅସୂଲ କରିବା ପାଇଁ ଅନୁକୂଳ ଦିନ ଅଟେ।

