
ଓଡ଼ିଶା ତାଜା ନ୍ୟୁଜ୍ (୧୨ଫେବ୍ରୁଆରୀ ଶନିବାର ) ନୟାଗଡ଼ :- ପଞ୍ଚାୟତ ନିର୍ବାଚନ ରେ ପ୍ରାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି । ଚଳିତ ବର୍ଷ ମହିଳା ସଂରକ୍ଷିତ ଆସନ ହୋଇଥିବାରୁ ମହିଳା ପ୍ରାର୍ଥୀ ଙ୍କ ସଂଖ୍ୟା ବୃଦ୍ଧି ପାଇଛି । ନିର୍ବାଚନକୁ ବହୁତ କମ ଦିନ ଥିବା ବେଳେ ବିଜେଡି, ବିଜେପି ,କଂଗ୍ରେସ ପ୍ରାର୍ଥୀନି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ନିର୍ବାଚନୀ ଲଢ଼େଇ । ନୟାଗଡ଼ ଜିଲ୍ଳା ନୟାଗଡ଼ ବ୍ଲକ ର ନୋତର ଗ୍ରାମପଞ୍ଚାୟତ ର ସମିତିସଭ୍ୟା ପାର୍ଥିନୀ ଭାବେ ପୂର୍ବତନ ଚେୟାରମ୍ୟାନ ଗୋଲାପ ଦଳବେହେରା ବିଜେଡି ରୁ ଅବତୀର୍ଣ୍ଣ ହୋଇଛନ୍ତି ।

