ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବ୍ରୁଆରୀ ଗୁରୁବାର ) ଭୁବନେଶ୍ୱର :- ହାସ୍ୟ ଅଭିନେତା ଦେବୀଦତ ବାରିଙ୍କ ମା’ ଶକୁନ୍ତଳା ବାରିକ୍ଙ୍କ ବିୟୋଗର ଚତୁଦ୍ଦଶୀ ତିଥିରେ ଆଜି ବୃକ୍ଷ ଚାରା ରୋପଣ କରାଯାଇଛି । ସାମନ୍ତ୍ରରାପୁର ମହାବୀର ନଗରଠାରେ ହାଇକୋର୍ଟ ଆଇନଜୀବୀ ସରୋଜ ସାହୁ, ଭୁବନେଶ୍ୱର ଓକିଲ ସଂଘର ଉପସଭାପତି ଶ୍ରୀ ଦେବୀଦତ ବାରିକ୍ ଓ ତାଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ସାହୁ ମାତୃ ସ୍ମୃତିରେ ଡାଲଚିନି ଓ ତେଜପତ୍ର ଆଦି ବୃକ୍ଷ ଚାରା ରୋପଣ କରିଛନ୍ତ ।