ଇଣ୍ଡିଆନ୍ ବ୍ୟାଙ୍କ ପରିବାରର ଅବଦାନ COVID-19 ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ : ପଚିଶ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରୁଛନ୍ତି ।

ଭୁବନେଶ୍ୱର ,ରିପୋର୍ଟ / ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍‌ )ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ,ପଚିଶ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ ,8 ମଇ :- ଭୁବନେଶ୍ୱରର COVID-19 ପ୍ରଭାବିତ ଲୋକଙ୍କୁ ସହାୟତା ଦିଗରେ ଇଣ୍ଡିଆନ୍ ବ୍ୟାଙ୍କ ପରିବାରର ଅବଦାନ । ଚିତ୍ରରେ ଦେଖାଯାଇଛି ଇଣ୍ଡିଆନ୍ ବ୍ୟାଙ୍କର ଭୁବନେଶ୍ୱର ଜୋନାଲ ମ୍ୟାନେଜର ଶ୍ରୀ ସାଶି ଭୂଷଣ ଦାଶ ସହିତ ଶ୍ରୀ ସନ୍ଦୀପ କୁମାର ଘୋଷାଲ,

ଜୋନାଲ ମ୍ୟାନେଜର (ଇ-ଏଏଲବି) ଏବଂ ଶ୍ରୀ ଏଲ. ଡି. ନାୟକ, ଡିଜେଡଏମ୍, COVID-19 ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ବିକାଶ କମିଶନର ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ପଚିଶ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରୁଛନ୍ତି ।

Exit mobile version