
ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ବୋଲଗଡ଼ :- ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନର ପ୍ରଚାର ପ୍ରସାର । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ ଆସନ ପାଇଁ କଂଗ୍ରେସ ପ୍ରାର୍ଥିନୀ ଭାବେ ରିତା ପରିଡା ନିର୍ବାଚନ ଲଢ଼ୁଛନ୍ତି । ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଜଣାଶୁଣା ଯୁବନେତା ଲୁନି ପରିଡା ଙ୍କ ପତ୍ନୀ ରିତା ପରିଡା କଂଗ୍ରେସ ରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି , ବିଜେପି କୁ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀନୀ ଙ୍କ ପଲ୍ଲା ଭାର ହୋଇଛି ।

