ଶିଶୁପାଳ ଗଡ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ  : ୨୯ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ – ସୁବାଷ କୁମାର ସୁନ୍ଦରାୟ ନିର୍ବାଚନ ପ୍ରଚାର

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ଭୁବନେଶ୍ୱର :- ସକାଳ ୧୦ ଘଟିକା ରେ ସାମନ୍ତରାୟପୁର ଗଙ୍ଗୁଆ ବ୍ରିଜ୍ ନିକଟସ୍ଥ ମହାବୀର ନଗର ଶିଶୁପାଳ ଗଡ ଗ୍ରାମପଞ୍ଚାୟତ ରୁ ବିଜୁ ଜନତା ଦଳର ୨୯ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁବାଷ କୁମାର ସୁନ୍ଦରାୟ ଙ୍କ ନିର୍ବାଚନ ପ୍ରଚାରକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି ।

ପ୍ରଚାରରେ ସାଂସଦ ମୁନା ଖାଁ,ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଜିଲ୍ଲା ବିଜେଡ଼ି ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ସଭାପତି ସମରେଶ ବେଉରିଆ, ବରିଷ୍ଠ ନେତା ସନ୍ତୋଷ  ମହାନ୍ତି,

ଦୁଃଶାସନ ସ୍ୱାଇଁ, କୈଳାସ ଜେନା, ରାଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମହାସୁପକାର, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଆପଣ ମାନଙ୍କ ଗଣମାଧ୍ୟମ ରେ ପ୍ରସାରଣ କରିବାକୁ ନିବେଦନ ।

Exit mobile version