ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତରଙ୍ଗଡା ପଞ୍ଚାୟତର ଆମ୍ବଝିରି ଓ ଅଣ୍ଡର ସିଂ ଗ୍ରାମର ୨୦୦ରୁ ଉର୍ଦ୍ଧ ବିଜେପି କର୍ମୀ ବିଜେଡ଼ି ଦଳରେ ଯୋଗଦାନ କଲେ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତର ଆମ୍ବାଝାରି ଓ ଅଣ୍ଡରର୍ସିଁ ଗ୍ରାମର ୨୦୦ ଉର୍ଦ୍ଧ ବିଜେପି କର୍ମୀ ଆସି ବିଜେଡ଼ିରବରିଷ୍ଠନେତା ତଥାଗଜପତିଜିଲ୍ଲାବିଜେଡିରମଙ୍ଗଧରିଥିବା ଡ.ତ୍ରିପତି ପାଣିଗ୍ରାହୀ. ଯୁବନେତା ଈଂ.ରୂପେଶ ପାଣିଗ୍ରାହୀ ,

ବିଜେଡ଼ି ସଭାପତି ପ୍ରଦୀପ କୁମାର ନାୟକ ଓ ଯୋନ-୪ ଜିଲ୍ଲା ପରିଷଦର ବିଜେଡ଼ି ପ୍ରାଥି ସନ୍ଧ୍ୟା ଶବରଙ୍କ ଉପସ୍ଥିତିରେ ବିଜେଡ଼ି ଦଳରେ ଯୋଗଦାନ କରିଛନ୍ତି | ଏହା ଦ୍ଵାରା କଂଗ୍ରେସ ଦଳର ଦୁର୍ଗରେ ବିଜେଡ଼ି ଦଳ ଦିନକୁ ଦିନ ତାର ସାଂଗଠାନିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି l

Exit mobile version