ବିଶାଖାପାଟନମ୍ ଏଲଜି ପଲିମର୍ କମ୍ପାନୀ ରୁ ଗ୍ୟାସ୍ ଲିକ୍ : ପରିସ୍ଥିତି ସଙ୍ଗୀନ,୧୧ ଜଣଙ୍କ ମୃତ୍ୟୁ, ୫ ହଜାରରୁ ଅଧିକ ଅସୁସ୍ଥ

ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ବିଶାଖାପାଟନମ୍ ଏଲଜି ପଲିମର୍ କମ୍ପାନୀ ରୁ ଗ୍ୟାସ୍ ଲିକ୍, ୭ ମଇ, ଗୁରୁବାର : – ବିଶାଖାପାଟନମ୍ ଗ୍ୟାସ୍ ଲିକ ପରିସ୍ଥିତି ସଙ୍ଗିନ , ମୃତ୍ୟୁ ସଂଖ୍ୟା ୧ କୁ ବୃଦ୍ଧି ୫ହଜାର ରୁ ଅଧିକ ଅସୁସ୍ଥ ଆନ୍ଦ୍ରପ୍ରଦେଶ ବିଶାଖାପାଟନମ୍ ସ୍ଥିତ ବିଶାଖା ଏଲଜି ପଲିମର୍ କମ୍ପାନୀ ରୁ ଗ୍ୟାସ୍ ଲିକ ହୋଇ ପ୍ରାୟ ୫ହଜାର ଲୋକ ଏହି ଗ୍ୟାସ୍ ଯୋଗୁଁ ଅସୁସ୍ଥ ହୋଇଛନ୍ତି ଶହ ଶହ ଲୋକ ମାନଙ୍କ ସହିତ କିଛି

ପଶୁ ପକ୍ଷୀ ମଧ୍ୟ ଏ ଗ୍ୟାସ୍ ଉତେଜନା ରୁ ବାଦ ପଡ଼ି ନାହାନ୍ତି । ଏହି ଅଭାବନିୟ ଘଟଣା ଆଜି ଭୋର ୩ ଟା ସମୟରେ ଏଭଳି ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ନିକଟ ଗ୍ରାମ ଗୁଡିକୁ ସ୍ଥାନାନ୍ତରିତ କରିବାରେ ଲାଗିଛନ୍ତି । ଏହି ଗ୍ୟାସ୍ ର ଉତ୍ତେଜିତ ରେ ଲୋକ ମାନଙ୍କ ଶରୀର ରେ ଅସହ୍ୟ ଜଳାପୋଡା ହେବାରୁ କିଛି ଲୋକ ନିକଟ ଜଳାଶୟ ରେ ଡ଼େଇଁ ପଡ଼ିବାର ଦେଖିବାକୁ ମିଳୁଛି

Exit mobile version