ଚମ୍ପାଗଡ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଓ କଂଗ୍ରେସ ର ଟାଣୁଆ ନେତ୍ରୀ : ବୀଣା ପାଣି ଦାସ ଙ୍କ ର ଅକାଳ ବିୟୋଗ – ରଣପୁର

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁଆରୀ ଶୁକ୍ରବାର ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀର ଆଜି ହଠାତ୍ ସକାଳ ରେ ଆମ ଚମ୍ପାଗଡ ଗ୍ରାମପଞ୍ଚାୟତର . ବେଣ୍ଟ ଗ୍ରାମର ପୂର୍ବତନ ସରପଞ୍ଚ ଓ

କଂଗ୍ରେସ ର ଟାଣୁଆ ନେତ୍ରୀ ବୀଣା ପାଣି ଦାସ ଙ୍କ ର ଅକାଳ ବିୟୋଗ ରେ ନୟାଗଡ଼ ଜିଲ୍ଲା କିଷାନ କଂଗ୍ରେସ ର ସଭାପତି ଧ୍ରୁବ ଚରଣ ପରିଡ଼ାଙ୍କ ତରଫରୁ ଗଭୀର ଶୋକ ପ୍ରକାଶ….

 

Exit mobile version