Home ଓଡ଼ିଶା ସାଧାରଣତନ୍ତ୍ର ଦିବସରେ ଜାତୀୟ ପତକା ଉଡ଼ିଲା ନାହିଁ ସରକାରୀ କାର୍ଯ୍ୟଳୟ ପରିସରରେ, ସାଧାରଣରେ ଅସନ୍ତୋଷ ପ୍ରକାଶ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରୀ ମଙ୍ଗଳବାର) ବୈପାରୀଗୁଡା :- ସାର ଦେଶ ଆଜି ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ମହାଆଡମ୍ବର ଭାବେ ପାଳନ କରିଥିବା ବେଳେ ବ୍ଲକର ସଦର ମହକୁମାରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ କରିବା ସହ ସାଧାରଣରେ ଘୋର ଅସନ୍ତୋଷ ଦେଖା ଯାଇଛି ! ତେବେ ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡାର ଦିଗାପୁର ରାସ୍ତାର ଦୁର୍ଗାମନ୍ଦିର ପାଖରେ ଥିବା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ପରିସରରେ ୨୬ ତାରିଖ ଦିନ କୌଣସି କର୍ମଚାରୀ ଅଫିସ ନ ଆସିବାରୁ କାର୍ଯ୍ୟଳୟ ପରିସରରେ ଜାତୀୟ ପତକା ଉତ୍ତୋଳନ ହୋଇନାହିଁ ! ସ୍ଥାନୀୟ କିଛି ଲୋକେ ଏହି ପରି କାର୍ଯ୍ୟ କୁ ଘୋର ନିନ୍ଦ୍ର କରିଥିବା ବେଳେ ବିଭାଗୀୟ କର୍ମଚାରୀଙ୍କୁ ଏସମ୍ପର୍କରେ ଯୋଗାଯୋଗ କରିବାକୁ ସେମାନେ ପ୍ରକାଶ କରିଥିଲେ ଯେ ୪ ଦିନ ହେବ ଗାଁ ଗହଳିକୁ ଯାଇ ପ୍ରକଳ୍ପ କାର୍ଯ୍ୟ ର ସର୍ଭେ କରିବା ସମୟରେ ବିଭିଗର ସମସ୍ତ କର୍ମଚାରୀଙ୍କୁ ଥଣ୍ଡା ହୋଇଥିବାରୁ ସମସ୍ତେ ଘରେ ରହିଯାଇଛନ୍ତି ତେଣୁ ୨୬ ତାରିଖ ଦିନ କାର୍ଯ୍ୟାଳୟକୁ ଯାଇ ସାଧାରଣତନ୍ତ୍ର ଦିବସ ପାଳନ କରା ଯାଇ ପାରିନାହିଁ ! ପ୍ରତି ବର୍ଷ ପାଳନ କରୁଥିଲୁ ମାତ୍ର ଦେହ ଖରାପ ଥିବାରୁ ଚଳିତ ବର୍ଷ ପାଳନ କରି ପାରୁ ନାହିଁ ବୋଲି ପ୍ରକାଶ କରିଛନ୍ତି ! Categories: ଓଡ଼ିଶା, କୋରାପୁଟ, ହୋମ୍ Related Content Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026