ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଜଣେ ଗିରଫ : ବଲାଙ୍ଗୀର

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଜାନୁଆରୀ, ବୁଧବାର ) ବଲାଙ୍ଗୀର :- ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ଥାନା ଅନ୍ତର୍ଗତ ବର ଗାଁ ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସ ଟି ଏଫ ର ଏକ ସ୍ୱତନ୍ତ୍ର ଦଳ ଆତର୍କିତ ଚଢ଼ାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା କୁ ଚୋରାରେ ବିକ୍ରୟ କରିବାକୁ ଉଦ୍ୟମ ବେଳେ ଜବତ କରଥିବା ବେଳେ

ଏହି ଚୋରା କାରବାରରେ ସମ୍ପୃକ୍ତ ଅଜିତ କୁମାର ବୁଡେକା ନାମକ ଜୈନକ ଯୁବକକୁ ଗିରଫ କରିଥିବା ସୂଚନା ମିଳିଛି। ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଜଣେ ଗିରଫ

Exit mobile version