୩5 ୟୁନିଟ୍ ରକ୍ତ ସଂଗ୍ରହ – ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଭୁବନେଶ୍ୱର , ରିପୋର୍ଟ / ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) ୩5 ୟୁନିଟ୍ ରକ୍ତ ସଂଗ୍ରହ ,୬ ମଇ, ବୁଧବାର : ଭୁବନେଶ୍ୱର ,ଧଉଳି ଗ୍ରାମପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଭଗବାନ ସାହୁଙ୍କ ନେତୃତ୍ୱରେ ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରକ୍ତଦାତା ମାନଙ୍କୁ ଉତ୍ସାହିତ କରୁଛନ୍ତି । ଏଥିରେ ୩5 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟମରେ ଜିଲ୍ଲାପରିଷଦ ସଭ୍ୟା ଦିପ୍ତିମାୟୀ ସୁନ୍ଦରାୟ, ଧଉଳି ଗ୍ରାମପଞ୍ଚାୟତର ସରପଂଚ ପୂର୍ଣ୍ଣିମା ସାହୁ, ଲିଙ୍ଗିପୂର୍ ଗ୍ରାମପ୍ଚାୟତର ସରପଞ୍ଚ ରୀନମଣି ବେହେରା ବରିଷ୍ଠ ବିଜେଡି ନେତା ମନୋରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।

Exit mobile version