ଏକାମ୍ର ବରିଷ୍ଠ ନାଗରିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ସହାୟକ ପାଣ୍ଠି କୁ ୩୫୦୦୦ ପ୍ରଦାନ

ଭୁବନେଶ୍ୱର , ରିପୋର୍ଟ / ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) ଏକାମ୍ର ବରିଷ୍ଠ ନାଗରିକ ସଂଘ ୩୫୦୦୦, ୬ ମଇ, ବୁଧବାର : – ଏକାମ୍ର ବରିଷ୍ଠ ନାଗରିକ ସଂଘ ପୁରୁଣା ଭୁବନେଶ୍ୱର ତରଫ ରୁ ମହାମାରୀ କରୋନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହାୟକ ପାଣ୍ଠି କୁ ମାନ୍ୟବର ବିଧାୟକ ଅଶୋକ ପଣ୍ଡା ଙ୍କ ମାଧ୍ୟମ ରେ ଟ.୩୫୦୦୦ ସଂଘ ର ସଭାପତି ହୃଷିକେଶ ତ୍ରିପାଠୀ,

ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା (ବାବୁଲି) ସମ୍ପାଦକ-ଧୀରେନ ପଟ୍ଟନାୟକ,ନୃସିଂହ ଚରଣ ଖୁଣ୍ଟିଆ,ମହେନ୍ଦ୍ର ପଟ୍ଟନାୟକ,ସରକେଶ୍ୱର ପଟ୍ଟନାୟକ,ଗୌର ମୋହନ ଦଶ,ନିହାର ସେଠି,ସୁକାନ୍ତ ମହାପାତ୍ର,ବିଜୟ ମଲ୍ଲିଆ ଏବଂ କୋଷଧକ୍ଷ-ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଚେକ ପ୍ରଦାନ କରିଥିଲେ ।

Exit mobile version