ଚାରି ବରିଷ୍ଠ ଆଏଏସ ଅତିରିକ୍ତ ମୁଖ୍ୟ ଶାସନ ସଚିବ : ପଦବୀକୁ ପଦୋନ୍ନତି ପାଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) ଭୁବନେଶ୍ୱର :-  ଦୁଇ କେନ୍ଦ୍ରୀୟ ଡେପୁଟେସନରେ ଥିବା ଦୁଇ ଆଇଏଏସଙ୍କର ବି ପଦୋନ୍ନତି ଚାରି ବରିଷ୍ଠ ଆଏଏସ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ପାଇଛନ୍ତି ଓ ୧୯୯୧ ବ୍ୟାଚର ଏହି ଚାରି ଆଇଏଏସ ହେଲେ

ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟ ବ୍ରତ ସାହୁ ଓ  ବିଜୟ ଅରୋରା ଓ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ସେହିପରି କେନ୍ଦ୍ରୀୟ ଡେପୁଟେସନ ଥିବା ଆଉ ଦୁଇ ବରିଷ୍ଠ ତଥା ୧୯୯୦ ବ୍ୟାଚର ଆଇଏଏସ ବି ସ୍କେଲ -୧୭କୁ ପଦକୁ ପଦୋନ୍ନତି ହୋଇଛି ଓ ସେମାନେ ହେଉଛନ୍ତି ଆରତୀ ଆହୁଜା ଓ ଗୁଡ୍ଡୀ ଶ୍ରୀନିବାସ  i

Exit mobile version