କୁଳପତି ମାନଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ବୈଠକ

ଭୁବନେଶ୍ୱର, ରିପୋର୍ଟ – ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍‌ ) ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ବୈଠକ ୬ ମଇ, ବୁଧବାର : ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ କୁଳପତି ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଆରମ୍ଭ । ଲୋକସେବା ଭବନ ରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ

ଲକ୍ ଡାଉନ୍ ହେତୁ ଜୁନ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ୟୁଜିସି ଗାଇଡ ଲାଇନ ମୁତାବକ ରାଜ୍ୟ ରେ ଚଳିତ ଶିକ୍ଷାବର୍ଷ କେବେ ଓ କିପରି ଆରମ୍ଭ ହେବ, ପରୀକ୍ଷା ପରିଚାଳନା କିପରି ହେବ ସେ ନେଇ ଚାଲିଛି ବିଚାର ବିମର୍ଷ । ଇ.ଲର୍ଣିଂ, ଛାତ୍ର ଛାତ୍ରୀ ଙ୍କ ସ୍କ୍ରିନିଂ ଉପରେ ଆଲୋଚନା ଜାରି ରହିଛି ।

Exit mobile version