ରଣପୁରର ଚାନ୍ଦପୁର କୋଭିଡି ହସ୍ପିଟାଲ କୁ ପରିଦର୍ଶନ କଲେ 5ଟି ସଚିବ ଭି.କେ ପାଣ୍ଡିଆନ୍ – ନୟାଗଡ଼ ଜିଲ୍ଲା

ନୟାଗଡ଼ ଜିଲ୍ଲାରେ 5ଟି ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ସାଙ୍ଗରେ ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର । ରଣପୁରର ଚାନ୍ଦପୁର କୋଭିଡି ହସ୍ପିଟାଲ କୁ ପରିଦର୍ଶନ ।

ଭୁବନେଶ୍ୱର, ରିପୋର୍ଟ /ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍‌ ) 5ଟି ସଚିବ ଭି.କେ ପାଣ୍ଡିଆନ୍ ଙ୍କ ପରିଦର୍ଶନ ,୬ ମଇ, ବୁଧବାର :ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ଚାନ୍ଦପୁର ଜୋନ୍ ରେ ଥିବା କୋଭିଡି ହସ୍ପିଟାଲ କୁ ପରିଦର୍ଶନରେ ଆସିଛନ୍ତି 5ଟି ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ସାଙ୍ଗରେ ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର ।

ଏବେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ କୋଭିଡି ହସ୍ପିଟାଲ ଦୁଇଶହ ଶଯ୍ୟା ବିଶିଷ୍ଟ ଦଶଟି ଆଇ.ସି.ୟୁ ଓ ଭେଣ୍ଟିଲେଟର ର ବ୍ୟବସ୍ଥା କରାଯାଇଛି ଏହି କୋଭିଡି ହେଲଥ୍ ସେଣ୍ଟର ପରିଦର୍ଶନ ରେ ଆସିଥିବା ସଚିବ ଏହାର ସ୍ଥିତି ଅନୁଧ୍ୟାନ କରି ଉନ୍ନୟନ ସଂପର୍କରେ ସମୀକ୍ଷା କରିଛନ୍ତି ବୋଲି ଜଣା ପଡ଼ିଛି । ଏତଦ୍ ବ୍ୟତିତ ଅନ୍ୟାନ୍ୟ ପ୍ରସଙ୍ଗ ବିଷୟରେ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପୋମା ଟୁଡୁ ଙ୍କ ସହ ଆଲୋଚନା କରିଛନ୍ତି ।

Exit mobile version