ନିଆରା ଢଙ୍ଗରେ ନୂଆ ବର୍ଷପାଳନ – ସତ୍ୟବ୍ରତ ନାୟକ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଜାନୁଆରୀ ଶନିବାର ) ରଣପୁର :-  ନୟାଗଡ଼ ଜିଲ୍ଲାର ରଣପୁର, ନୂଆ ବର୍ଷର ହାର୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ବନ୍ଧୁଗଣ ସବୁବେଳେ ଖୁସିରେ ରୁହ ତା ସହ ତୁମ ଚାରିପାଖରେ ଥିବା ମଣିଷଙ୍କୁ ବି ଖୁସିରେ ରଖିବାକୁ ଚେଷ୍ଟାକର, ମୁଁ ଆଜି ମୋର ଗାଁ ବିନୋଦପଡା ଠାରେ ଆମ ବୃନ୍ଦାବନପୁର ପଞ୍ଚାୟତର ଆଖ ପାଖଗାଁ ଓ ଆମଗ୍ରାମର ଶିଶୁ,ଆଗାମୀଦିନର

ଭବିଷ୍ୟତ ମାନଙ୍କ ସହିତ ନିଆରା ଢଙ୍ଗରେ ନୂଆ ସଂକଳ୍ପ ନେଇ ନୂଆ ବର୍ଷପାଳନ କଲେ ଓ ଜଗନ୍ନାଥ ଙ୍କ ପାଖରେ ସେମାନଙ୍କ ମଙ୍ଗଳକାମନା କଲେ  l

Exit mobile version