ଜାତୀୟସ୍ତରୀୟ ଓଏମଜି ରେକର୍ଡରେ ତାଳପତ୍ରପୋଥି ସଂଗ୍ରାହକ ସଞ୍ଜୟ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଶୁକ୍ରବାର ) ନୟାଗଡ଼ :-  OMG ରେକର୍ଡରେ ପ୍ରଥମ ତାଳପତ୍ର ପୋଥି ସଂଗ୍ରହାକ ଭାବେ ସଂଜୟ କୁମାର ସାହୁ ଜାତୀୟସ୍ତରୀୟ ରେକର୍ଡ ସ୍ଥାପନ କରୁଛନ୍ତି । ଏହା ଓଏମଜି ଅଫିସରୁ ତାଙ୍କୁ ଜି:ମେଲ ଜରିଆରେ ଜଣାଇଛନ୍ତି ।

ସଞ୍ଜୟଙ୍କର ଏହା ତାଳପତ୍ର ପୋଥି ସଂଗ୍ରହ ବର୍ତମାନ ୨୦୦୦ରୁ ସଂଗ୍ରହ କରିସାରିଛନ୍ତି । ସଞ୍ଜୟ କୁହନ୍ତି ଏହା ଅଧିକ ଆଗକୁ ଆହୁରି ସଂଗ୍ରହ କରି ତାହାର ସୁରକ୍ଷା ଦିଗରେ କାର୍ଯ୍ୟ କରିଵେ ଓ ଏହା ସହ ପୁସ୍ତକ, ବିଭିନ୍ନ ପୁରାତନ ସଂଗ୍ରହ ଜିନିଷକୁ ସାଇତି ରଖୁଛନ୍ତି ।

Exit mobile version