ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରାଜ ଦାଣ୍ଡଠାରେ ଏସ.କେଏଣ୍ଟର ପ୍ରାଇସେସ ନାମକ ଏକ ଶୋରୁମ୍ ବିଧାୟକ କେ. ନାରାୟଣ ରାଓ ଙ୍କ ଦ୍ଵାରା ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଦ୍ୱାରା ରାଜଦାଣ୍ଡ ଠାରେ ଥିବା ଏକ ନୂଆ ସୋରୁମ୍‌ର ଉଦ୍‌ଘାଟିତ ହୋଇଯାଇଛି । ଏସ୍‌କେ ଏଣ୍ଟର ପ୍ରାଇସେସ୍ ନାମକ ସୋରୁମରେ ଏଲ୍‌ଜି କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉପକରଣ ବା ସାମଗ୍ରୀ ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପାରଳାଖେମୂଣ୍ଡି ନଗରପାଳ ନୃସିଂହ ଚରଣ ପଟ୍ଟନାୟକଙ୍କ ସହ ବହୁ ଭାଜପା କର୍ମୀ ଉପସ୍ଥିତଥିଲେ । ଏଥିରେ ଏସ୍‌କେ ଏଣ୍ଟର ପ୍ରାଇସେସ୍‌ର ମାଲିକ ସିନ୍ଧରି ମୂରଲୀ, ଶରତ କୁମାର ପ୍ରମୁଖଙ୍କ ସହଶୁଭେଚ୍ଛୁ ଗ୍ରାହକପ୍ରମୁଖ ଉପସ୍ଥିତଥିଲେ ।

Exit mobile version