ପାରଳାଖେମୁଣ୍ଡିରେ ଗଜପତି ଜିଲ୍ଲା ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିରେ ଗଜପତି ଜିଲ୍ଲା ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି l ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକ ଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା l ବିଜୁ ବାବୁଙ୍କ ଏହି ୨୫ତମ ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜେଡି ସଭପତି ବସନ୍ତଦାସ, ଯୁବ ରାଣି କଲ୍ୟାଣୀ ଦେବୀ ମହିଳା ବିଜୁ ଜନତା ଦଳର ଜିଲ୍ଲାସଭାପତି ପୂର୍ଣାବାସି ନାୟକ,

ମହିଳା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତିସଂଯୁକ୍ତାବେହେରା ଲକ୍ଷ୍ମୀକାନ୍ତ ପରିଚ୍ଛା, ବିଜେଡ଼ି ଦଳର ରାଜ୍ୟ ସମ୍ପାଦକ ମୁରୁତପାଳ,ସୁରେଶ ମାଝୀ, ସେ ଏନ.ସଙ୍କିରିଜମିଦାର ପଟ୍ଟନାୟକ (ବାପି), ନଗର ବିଜେଡ଼ି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ରାଜୁ ବେହେରା, ରବି କୁମାର (ଚିନି), ପୋଲୁ ପ୍ରଧାନ, ମଣ୍ଟୁ ଶବର, ଆଇନଜୀବୀ ଶ୍ରୀ ଗୁରୁ, ଛାତ୍ର ବିଜେଡିସଭାପତି ବିଶ୍ଵଜିତ ତ୍ରିପାଠୀ, ସୁଜିତ ଦାସ(ମଣ୍ଟୁ)ପ୍ରମୁଖ ଯୋଗ ଦେଇସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ l

Exit mobile version