ବିକାଶ ପଥେ ରାବରା ଗ୍ରାମପଞ୍ଚାୟତ – କୃଷ୍ଣଚନ୍ଦ୍ର & ବିଳାସିନୀ

ବିଳାସିନୀ ସେନାପତି ରାବରା ଗ୍ରାମପଞ୍ଚାୟତ ରେ ଲୋକଙ୍କ ସେବା କରିବା ମନଭାବ ଓ ସ୍ୱାମୀଙ୍କ ପର ଉପକାରିତା ଯୋଗୁ ବିଜୟୀ ହୋଇ ରାବରା ପଞ୍ଚାୟତ ର ସରପଞ୍ଚ ହୋଇଥିଲେ  |

ବିଳାସିନୀ ସେନାପତି ସରପଞ୍ଚ ହେବା ପରଠାରୁ ବର୍ତ୍ତମାନ ପଯ୍ୟନ୍ତ ପଞ୍ଚାୟତ ର ବହୁ ଉର୍ନତି ପଥରେ ଅଗ୍ରସର ହୋଇପାରିଛି ଗୋଟେ ନୂଆ ପଞ୍ଚାୟତ ଏତେ ଉର୍ନତି କରିବା କେବେ ବି ସମ୍ଭବ ପର ନଥିଲା

ପଞ୍ଚାୟତ ଗୃହ ନିର୍ମାଣ,ମିଶନ ଶକ୍ତି ଗୃହ ନିର୍ମାଣ , ରାବରା ଗ୍ରାମର ଦୋଳମଣ୍ଡପ ସହି କୋଠାଘର ନିର୍ମାଣ  ଓ ମନ୍ଦିରସାହିର ଉଭୟ ପାଶ୍ୱ ଡ୍ରେନ ,ଗୋଠବଣ ଅଙ୍ଗନ ବାଡ଼ି ଗୃହ ନିର୍ମାଣ , ନୂତନ ଖେଳ ପଡିଆ ନିର୍ମାଣ , ପଞ୍ଚାୟତ ର ସମସ୍ତ ପୋଖରୀ ପଙ୍କ ଉଦ୍ଧାର ପରି ବହୁ କାମ ସମ୍ପୂର୍ଣ ହୋଇଛି.

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଡିସେମ୍ବର ସୋମବାର) ନୟାଗଡ :- ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରାବରା ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଉର୍ନତି ର ପଥ | ଓଡଗାଁ ବ୍ଲକ ରେ ଅନେକ ପଞ୍ଚାୟତ ଥିଲେ ମଧ୍ୟ ରାବରା ପଞ୍ଚାୟତ ଅନ୍ୟତମ ରାବରା ପଞ୍ଚାୟତ ପୂର୍ବରୁ ଓଡଗାଁ ପଞ୍ଚାୟତ ରେ ମିଶି ଥିବାବେଳେ ୨୦୧୬ ମସିହାରେ ପଞ୍ଚାୟତ ଅଲଗା ହୋଇ ଥିଲା | ରାବରା,ଗୋଠବଣ,ବଳଭଦ୍ରପୁର  ତିନିଟା ଗ୍ରାମକୁ ନେଇ ରାବରା ପଞ୍ଚାୟତ ଗଠିତ ହୋଇଥିଲା | ନୂତନ ପଞ୍ଚାୟତ ହେବା ଓ ସେଠାରେ ଜଣେ ଜନପ୍ରତିନିଥି ବାହାରି ଲୋକଙ୍କୁ ସୁଶାସନ କରିବା ବହୁ କଷ୍ଟ ସାଧ୍ୟ ଥିଲା କିନ୍ତୁ କଥାଏ ଅଛି ଲୋକଙ୍କ ସେବା କରିବାର ମାନବଳ ଯଦି ପ୍ରକୃତରେ ଜଣଙ୍କ ପାଖରେ ଅଛି ତ ତାକୁ ବା କିଏ ବା ଅଠକେଇ ପାରିବ ସେମିତିକା ଜଣେ ଲୋକ ପ୍ରତିନିଧି ହେଲେ କୃଷ୍ଣଚନ୍ଦ୍ର ସେନାପତି ଲୋକେ ସ୍ନେହ ରେ ମଧ୍ୟ (ଯୋଗୀ ଭାଇ ) ବୋଲି ଡାକିଦିଅନ୍ତି |

ସେଥିଲେ ଜଣେ ବିଜୁ ଜନତା ଦଳର ଶୁଙ୍ଖଳିତ କର୍ମୀ ତାଙ୍କର ଥିଲା ଦଳ ପାଇଁ ଅଶେଷ ଭଲ ଫାଇବା ନଥିଲା କିଛି ପଦବୀ ର ମୋହ ତାଙ୍କ ର ଏପରି ନିରସ୍ୱାର୍ଥପର ମନଭାବ ଦେଖି ଖୁବ ଅଳ୍ପ ସମୟ ଭିତରେ ମଧ୍ୟ ମନ୍ତ୍ରୀ ଅରୁଣ କୁମାର ସାହୁ ଙ୍କ ଅତି ନିକଟତର ହୋଇପାରିଥିଲେ | ଗତ ପଞ୍ଚାୟତ ନିର୍ବାଚନ ରେ ଯୋଗୀ ଭାଇ ଙ୍କ ଭାଉଜ ବିଳାସିନୀ ସେନାପତି ରାବରା ଗ୍ରାମପଞ୍ଚାୟତ ରେ ଲୋକଙ୍କ ସେବା କରିବା ମନଭାବ ଓ ସ୍ୱାମୀଙ୍କ ପର ଉପକାରିତା ଯୋଗୁ ବିଜୟୀ ହୋଇ ରାବରା ପଞ୍ଚାୟତ ର ସରପଞ୍ଚ ହୋଇଥିଲେ  | ବିଳାସିନୀ ସେନାପତି ସରପଞ୍ଚ ହେବା ପରଠାରୁ ବର୍ତ୍ତମାନ ପଯ୍ୟନ୍ତ ପଞ୍ଚାୟତ ର ବହୁ ଉର୍ନତି ପଥରେ ଅଗ୍ରସର ହୋଇପାରିଛି ଗୋଟେ ନୂଆ ପଞ୍ଚାୟତ ଏତେ ଉର୍ନତି କରିବା କେବେ ବି ସମ୍ଭବ ପର ନଥିଲା |

ପଞ୍ଚାୟତ ଗୃହ ନିର୍ମାଣ , ମିଶନ ଶକ୍ତି ଗୃହ ନିର୍ମାଣ , ରାବରା ଗ୍ରାମର ଦୋଳମଣ୍ଡପ ସହି କୋଠାଘର ନିର୍ମାଣ ଓ ମନ୍ଦିରସାହିର ଉଭୟ ପାଶ୍ୱ ଡ୍ରେନ , ଗୋଠବଣ ଅଙ୍ଗନ ବାଡ଼ି ଗୃହ ନିର୍ମାଣ , ନୂତନ ଖେଳ ପଡିଆ ନିର୍ମାଣ , ପଞ୍ଚାୟତ ର ସମସ୍ତ ପୋଖରୀ ପଙ୍କ ଉଦ୍ଧାର ପରି ବହୁ କାମ ସମ୍ପୂର୍ଣ ହୋଇଛି ଯାହା ବାଧା ବିଘ୍ନ ଆସିଲେବି ବିଳାସିନୀ ସେନାପତି ଯୋଗୀ ଭାଇ ସାହାଯ୍ୟ ସହାୟତା ରେ ପଞ୍ଚାୟତ କୁ ବିକାଶ ପଥେ ରେ ଅଗ୍ରସର କରିପାରିଛନ୍ତି |

Exit mobile version