ଶାନ୍ତି ଶୃଙ୍ଖଳା ରେ ପାଳିତ ହେଲା ବଡଦିନ ପର୍ବ

ବଡଦିନ ଉପଲକ୍ଷେ ଚର୍ଚ୍ଚ ଓ ଖ୍ରୀଷ୍ଟଧର୍ମାବଲମ୍ବୀ ଘର ଗୁଡ଼ିକରେ ବିଭିନ୍ନ ପ୍ରକାର ଆଲୋକ ମାଳରେ ସଜାଯାଇ ଥିବା ବେଳେ ପ୍ରତି ଘରେ ଘରେ ପିଠା ପଣାର ଆସର ଜମିଥିବା ଦେଖି ବାକୁ ମେଳିଛି l ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ରାୟଗଡ ପୁଲିସ ଜିରାଙ୍ଗ ବିଟ ହାଉସ ଅଂଚଳ ରେ ଓ ରାୟଗଡ ଥାନା ଅଂଚଳ ରେ ପେଟ୍ରୋଲିଙ୍ଗ କରୁଛି ଓ ଶାନ୍ତି ଶୃଙ୍ଖଳା ରହିଥିବା ପ୍ରକାଶ କରିଛନ୍ତି ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ l
Related Content
ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ
by
Proprietor Abhimanyu Maharana
July 29, 2026
ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା
by
Proprietor Abhimanyu Maharana
July 29, 2026
ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର
by
Proprietor Abhimanyu Maharana
July 29, 2026
ନୀଳକନ୍ଦରରେ ନିଳାଦ୍ରିନାଥ ଭକ୍ତ ପାଇଲେ ନୀଳାଚଳ ଅବଢା
by
Proprietor Abhimanyu Maharana
July 29, 2026
ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା
by
Proprietor Abhimanyu Maharana
July 29, 2026