ଦିଅରର କଟୁରୀ ଚୋଟରେ ଭାଉଜ ମୃତ୍ୟୁ

ଢେଙ୍କାନାଳ , ରିପୋର୍ଟ / ଅମର ରଞ୍ଜନ ଦାସ ( ଓଡିଶା ତାଜା ନ୍ୟୁଜ୍‌ ) ୫ ମଇ, ମଙ୍ଗଳବାର :- ଦିଅରର କଟୁରୀ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରୀ ଗ୍ରାମରେ ।

ମୃତ ମହିଳାଙ୍କ ନାମ ତୁଳସୀ ବେହେରା । ପୁଲିସ୍ ଅଭିଯୁକ୍ତ ଦିଅର ସୁରେଶ ବେହେରାଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Exit mobile version