ରଣପୁର ଏନଏସି ୧୫ଟି ୱାର୍ଡ ର ବଳକା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଉପଭୋକ୍ତା ଙ୍କୁ ଏନଏସି ରୁ ନେବା ପାଇଁ – ଅନୁରୋଧ କରାଯାଉଅଛି

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଡିସେମ୍ବର ବୁଧବାର ) ରଣପୁର,ଏନଏସି :- ରଣପୁର ଏନଏସି ର ୧୫ଟି ୱାର୍ଡ କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ୨୯୩୪ ଟି ଆସିଥିଲା । ତିନୋଟି କେନ୍ଦ୍ରରେ ମୋଟ ୨୬୩୯ ଟି କାର୍ଡ ଉପଭୋକ୍ତା ଙ୍କୁ ବଣ୍ଟନ କରାଯାଇଛି । ଏନ୍ ଏ ସି ରେ ବଳକା ୨୮୫ ଟି କାର୍ଡ ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶୋଇ ଙ୍କ ପାଖରେ ରହିଛି ।

 

ତେବେ ୧୫ ଟି ୱାର୍ଡର ବଳକା ଉପଭୋକ୍ତା ମାନେ ଯାଇ ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ କୁମାର ବିଶି ଙ୍କ ଠାରୁ କାର୍ଡ ଗୁଡ଼ିକ ଆଣିବା ପାଇଁ ବିନମ୍ର ଅନୁରୋଧ କରାଯାଇଅଛି ।

Exit mobile version