କେନ୍ଦ୍ରାପଡା ଜିଲ୍ଲା , ରିପୋର୍ଟ / ଦୀପ୍ତିମାନ୍ ପତି ( ଓଡିଶା ତାଜା ନ୍ୟୁଜ୍ ) ପଂଚାୟତ କାର୍ଯ୍ୟାଳୟ ନିଟକରେ ଆଣ୍ଠେଇ ଦେଇଛନ୍ତି ଗାଁ ଲୋକେ ,୪ ମଇ, ସୋମବାର :– କେନ୍ଦ୍ରାପଡା ଜିଲ୍ଲା ମେହେନ୍ଦିନଗର ପଞ୍ଚାୟତରୁ ଆସିଛି ଏକ ଅମାନବୀୟ ଖବର । ଜଣେ ମହିଳାଙ୍କୁ ପଂଚାୟତ କାର୍ଯ୍ୟାଳୟ ନିଟକରେ ଆଣ୍ଠେଇ ଦେଇଛନ୍ତି ଗାଁ ଲୋକେ । ବିଚ୍ ରାସ୍ତାରେ ବହ ସଂଖ୍ୟାରେ ଲୋକଙ୍କ ଉପସ୍ଥିତିରେ ମହିଳା ଜଣଙ୍କ ଆଣ୍ଠେଇ ଭୁଲ ମାଗୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ସମୟରେ ପୋଲିସ, ସ୍ଥାନୀୟ ସରପଂଚ ଉପସ୍ଥିତ ଥିଲେ । ହେଲେ କେହି ଏହାର ପ୍ରତିବାଦ କରିନଥିଲେ । ଅଭିଯୋଗ ଅନୁଯାୟୀ ମହିଳା ଜଣଙ୍କ ଶିଶୁ ଖାଦ୍ୟ ଯୋଗାଇ ଦେବାକୁ କହି ଗାଁର କିଛି ଲୋକଙ୍କଠାରୁ ୨ଶହ ଟଙ୍କା ଲେଖାଏଁ ଆଦାୟ କରିଥିଲେ ।
ଶିଶୁ ଖାଦ୍ୟ ଯୋଗାଇ ଦେବାକୁ କହି ୨ଶହ ଟଙ୍କା ଆଦାୟ କରିଥିଲେ : ପଂଚାୟତ କାର୍ଯ୍ୟାଳୟ ନିଟକରେ ଆଣ୍ଠେଇ ଦେଇଛନ୍ତି ଗାଁ ଲୋକେ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ
by
Proprietor Abhimanyu Maharana
September 14, 2026
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
by
Proprietor Abhimanyu Maharana
September 14, 2026
World Odisha Society pays tribute to Pranab Patnaik
by
Proprietor Abhimanyu Maharana
September 14, 2026
ମାନବ ସେବା ହିଁ ମାଧବ ସେବା
by
Proprietor Abhimanyu Maharana
September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026