Home ଓଡ଼ିଶା ରାୟଗଡ ତହସିଲ ତରଫରୁ : 204 ଗୋଟି ଜଙ୍ଗଲ ଜମି ପଟା ବଣ୍ଟନ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp 204 ଗୋଟି ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଥିବା : ରାୟଗଡ ତହସିଲଦାର ସୁଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି l ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଂଚାୟତର ବିଭିନ୍ନ ଗ୍ରାମରେ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି. ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦେଶ କ୍ରମେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଗଙ୍ଗାବାଡ଼ ପଂଚାୟତର ବେଙ୍ଗାସାହିରେ 16 ଗୋଟି ପରିବାର , ମୁଁଠାସାହି, ଶଗଡ଼ିଆ, କଣ୍ଟାକୁମ୍ଭ, ଦେଉଳା, ବୁରୁସୁଣ୍ଡା,ବାରଘରର କିଛି ପରିବାର ଙ୍କ ସହ 118ଗୋଟି ପରିବାର ସହ ବାରଘରଗ୍ରାମର ରହିଥିବା ପରିବାର ଓ ବଡ଼ପାଚେଡ଼ିଆ, ସାନପାଚେଡ଼ିଆ,ଡ଼ିମିରିଗାଁ,ଆଦି ଗ୍ରାମରେ 70ଗୋଟି ପରିବାର ମାନଙ୍କୁ ରାୟଗଡ ତହସିଲ ତରଫରୁ ସର୍ବ ମୋଟ 204 ଗୋଟି ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଥିବା ରାୟଗଡ ତହସିଲଦାର ସୁଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି l ଏହି ବଣ୍ଟନ ବେଳେ ରାୟଗଡ ତହସିଲ କର୍ମଚାରୀ ମାନଙ୍କ ସହ ଗଙ୍ଗାବାଡ଼ ପଂଚାୟତ ର ହାରିବନ୍ଧୁ କାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ l Categories: ଓଡ଼ିଶା, ଗଜପତି, ଗଞ୍ଜାମ, ହୋମ୍ Related Content ନିଜ ଦୋଷ ଲୁଚାଇବା ପାଇଁ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ପ୍ରଚେଷ୍ଠା ଆରମ୍ଭ by Proprietor Abhimanyu Maharana September 20, 2026 ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026 ବହୁ ଚର୍ଚ୍ଚିତ "ବ୍ରାହ୍ମଣୀ ମାଉସୀ" ଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସମର୍ପଣ ବୃଦ୍ଧା ଶ୍ରମ ରେ ଥଇଥାନ by Proprietor Abhimanyu Maharana September 20, 2026 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026