ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ବରଗଡ଼ :- ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରାଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରକୁ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୈାର ମିଶ୍ର ଉଦଘାଟନ କରିଥିଲେ ।

ଏଥିରେ ବହୁ ଯୁବ ରକ୍ତ ଦାତା ରକ୍ତଦାନ କରିଥିଲେ। ଶିବିର ରୁ ୮୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।(ସତ୍ୟ ନାରାୟଣ ପ୍ରଧାନ)

Exit mobile version