ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ୬ ନଂ ରାଜପଥ ଅବରୋଧ, ଶହ ଶହ ଯାନବାହାନ ଅଟକ

ଏହାପରେ ପ୍ରଶାସନ ପକ୍ଷରୁ କଳାହାଣ୍ଡି ଏଡିସନାଲ ଏସପିଙ୍କ ସ଼ହ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବହୁ ବୁଝାସୁଝା ଓ ପ୍ରତିଶ୍ରୁତି ପରେ ପ୍ରାୟ ୯ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।ଆଗାମୀ ଦିନରେ ପ୍ରତିଶ୍ରୁତି ପୂରଣ ନ ହେଲେ ପୁଣି ଥରେ ଲୋକେ ରାସ୍ତା ଅବରୋଧ ତଥା ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।
Related Content
ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର
by
Proprietor Abhimanyu Maharana
October 31, 2026
ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ
by
Proprietor Abhimanyu Maharana
October 30, 2026
ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ
by
Proprietor Abhimanyu Maharana
October 30, 2026
Odisha poised to emerge as a global investment destination : Dr Mukesh Mahaling
by
Proprietor Abhimanyu Maharana
October 30, 2026
ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ
by
Proprietor Abhimanyu Maharana
October 30, 2026
Khurda Road Division Organised a Seminar on “Probity for Prosperity” during Vigilance Awareness Week 2026
by
Proprietor Abhimanyu Maharana
October 30, 2026