ଟ୍ରକ ପଛରେ ପିଟି ହେଲା ବାଇକ୍ : ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ – କଳାହାଣ୍ଡି

ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତି ମ .ରାମପୁର ବ୍ଲକର ଗୌଡ଼କର୍ଲାଖୁଣ୍ଟାର ଡମ୍ବରୁ ବୋଲି ଜଣା ପଡୁଛି । ମୃତ ବ୍ୟକ୍ତିକୁ ପୋଲିସ ସହାୟତରେ ପରିବାରର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ସ୍ଥାନାନ୍ତରିତ କରିଥିଲେ । ନର୍ଲା ଆଇଆଇସି ରେଣୁକା ସୁନା ଘଟଣାଟିର ତଦନ୍ତ କରି କେସ ନଂ୨୪୮/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ।
Related Content
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ
by
Proprietor Abhimanyu Maharana
May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ
by
Proprietor Abhimanyu Maharana
May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର
by
Proprietor Abhimanyu Maharana
May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ
by
Proprietor Abhimanyu Maharana
May 6, 2026
ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି
by
Proprietor Abhimanyu Maharana
May 6, 2026
ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର
by
Proprietor Abhimanyu Maharana
May 6, 2026