କେରଳରୁ ନୟାଗଡ ଆସିଥିବା ୭ଜଣଙ୍କୁ ସଙ୍ଗ ରୋଧରେ ରଖିଲା ନୟାଗଡ ମ୍ୟୁନିସିପାଲିଟି

ନୟାଗଡ,ରିପୋର୍ଟ,ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍‌ ) ୫୬ ଜଣ ପ୍ରବାସୀ ଓଡିଆ ଯାତ୍ରୀ,୩ ମଇ, ରବିବାର :- କେରଳରୁ ନୟାଗଡ ଆସିଥିବା ୭ଜଣଙ୍କୁ ସଙ୍ଗରୋଧରେ ରଖିଲା ନୟାଗଡ ମ୍ୟୁନିସିପାଲିଟି, ସମଗ୍ର ଭାରତରେ ଲକଡାଉନ ପରିପ୍ରେକ୍ଷିରେ ବାହାର ରାଜ୍ୟରୁ ପ୍ରବାସୀ ଓଡିଆ ଓଡିଶା ଆସୁଥିବା ଅବସରରରେ ଆଜି ନୟାଗଡ ଜିଲ୍ଲାର ୭ଜଣ କେରଳରୁ ନୟାଗଡ ଆସିବା ପରିପ୍ରେକ୍ଷିରେ ଖୋର୍ଦ୍ଧା ରୋଡ ଷ୍ଟେସନରେ ପହଁଞ୍ଚିଥିଲେ ।

ଜିଲ୍ଲା ପ୍ରସାଶନର ନିର୍ଦ୍ଦେଶ କ୍ରମେ ନୟାଗଡ ମ୍ୟୁନିସିପାଲିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସ୍ଵତନ୍ତ୍ର ବସରେ ଉକ୍ତ ୭ଜଣଙ୍କୁ ନୟାଗଡ ଅଣାଯାଇ ମ୍ୟୁନିସିପାଲିଟି ପକ୍ଷରୁ ଝୁମ୍ପୁରୀ ଠାରେ ନିର୍ମିତ ସଂଙ୍ଗରୋଧ କୋଠରୀ (କ୍ୱାରେନଟାଇନ୍ ହୋମ) ଆଇନାନୁମୋଦିତ ପଦ୍ଧତିରେ ସେମାନଙ୍କୁ ଝୁମ୍ପୁରୀ ସ୍ଥିତଈଶ୍ବର କଲ୍ଯାଣମଣ୍ତପ ସ୍ଥିତ ସଂଙ୍ଗରୋଧ ଗୄହ ରଖା ଯାଇଛି ।

Exit mobile version