ନିଶ୍ଚନ୍ତକୋଇଲି ରେ ଭୋକ ଉପାସରେ ଅଟକିରହିଛନ୍ତି ବହୁ ବଙ୍ଗଳା ଶ୍ରମିକ,

କଟକ,ମାହାଙ୍ଗା, ଲଷ୍ମୀଧର ଖୁଣ୍ଟିଆଙ୍କ/ ରିପୋର୍ଟ (ଓଡିଶା ତାଜା ନିଉଜ) ଅଟକିରହିଛନ୍ତି ବହୁ ବଙ୍ଗଳା ଶ୍ରମିକ, ୨ ମଇ,ଶନିବାର : – କଟକ ଜିଲ୍ଲା ନିସ୍ଚନ୍ତ କୋଇଲି ଥାନା ମହିମା ମିଶ୍ର ପେଟ୍ରୋଲ ପମ୍ପ ନିକଟରେ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଲକ ଡାଉନ ପୂର୍ବରୁ ଅଟକି ରହିଛନ୍ତି, ସେମାନେ ସମସ୍ତେ ୱେଷ୍ଟ ବେଙ୍ଗଲର ବାସିନ୍ଦା,

ଶ୍ରମିକ ଭେବେ ଏଠାରେ ଆସି କାମ କରୁଥିଲେ, କରୋନା ମହାମାରୀ କଟକଣା ଯୋଗୁ ସେମାନେ ଆଉ ଫେରିପାରିନାହାନ୍ତି, ସେମାନଙ୍କୁ ପ୍ରଶାସନ ପକ୍ଷରୁ ସୁବିଧା ସୁଯୋଗ ଦିଆଯାଉ ନଥିବାରୁ ସେମାନେ ଭୋକ ଉପାସରେ ରହୁଥିବା ଅଭିଯୋଗ କରିଛନ୍ତି, ସେମାନଙ୍କୁ ତାଙ୍କ ନିଜ ଘରକୁ ଯିବା ପାଇଁ ସରକାର ତୁରନ୍ତ ବ୍ୟବସ୍ତା କରିବା ସହ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି,

Exit mobile version