୫ଜଣ ହେଉଛନ୍ତି ଯାଜପୁର ଜିଲ୍ଲାର : ଓଡିଶାରେ ସଂଖ୍ୟା ପହଁଚିଛି ୧୫୪ରେ

ଭୁବନେଶ୍ୱର, ରିପୋର୍ଟ / ରଶ୍ମିରେଖା ମଲ୍ଲିକ ( ଓଡିଶା ତାଜା ନ୍ୟୁଜ୍‌ ) ୨ ମଇ, ଶନିବାର : – ଆଜି ସକାଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହି ୫ଜଣ ହେଉଛନ୍ତି ଯାଜପୁର ଜିଲ୍ଲାର | ରାଜ୍ୟର ସଂଖ୍ୟା ପହଁଚିଛି ୧୫୪ରେ | ଏହି ୫ ଜଣଙ୍କ ମଧରୁ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା | ପୁରୁଷଙ୍କ ବୟସ ହେଉଛି ୨୮ ଓ ୬୩ ଏବଂ ମହିଳାଙ୍କ ବୟସ ୨୪ ଓ ୬୦ ବର୍ଷ |

ଏମାନେ ସମସ୍ତେ ବଙ୍ଗ ଫେରନ୍ତା ଲିଙ୍କ | ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସମସ୍ତଙ୍କୁ ଟପି ୪୫ରେ ପହଁଚିଛି | ଯାଜପୁର ଏବେ ରାଜ୍ୟରେ ହଟ ସ୍ପଟ ପାଲଟିଛି | ଜିଲ୍ଲାରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି | ବଙ୍ଗ ଫେରନ୍ତା ଏବେ ଯାଜପୁର ଜିଲ୍ଲା ପାଇଁ କାଳ ସାଜିଛନ୍ତି |

Exit mobile version