ଭୁବନେଶ୍ଵର ,ରିପୋର୍ଟ / ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍ ) ବ୍ରଜରାଜନଗର, ୩୦ ଏପ୍ରିଲ, ଗୁରୁବାର : – ଆଜି ବିଜୁ ଯୁବ ଜନତା ଦଳର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସଭାପତି ମାନସ ସାହୁଙ୍କ ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି । ସେ ୩ଥର ବ୍ରଜରାଜନଗରର କାଉନ୍ସିଲର ଥିଲେ । ତାଙ୍କ ବିୟୋଗ ରେ ବିଜୁ ଜନତା ଦଳ ଏକ ଉଦିୟମାନ ଯୁବ ନେତୃତ୍ୟ ଏବଂ ଝାରସୁଗୁଡା ଜିଲ୍ଲାର ଯୁବ ସଂଗଠନର ଏକ ସକ୍ରୀୟ ସଂଗଠକଙ୍କୁ ହରାଇଛି । ତାଙ୍କର ଏହି ଅକାଳ ବିୟୋଗ ବିଜୁ ଯୁବ ଜନତା ପରିବାର ପାଇଁ ଏକ ଅପୁରଣୀୟ କ୍ଷତି ଘଟିଛି । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାଥନା ସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ରାଜ୍ୟ ବିଜୁ ଯୁବ ଜନତା ଦଳ ତରଫରୁ ରାଜ୍ୟ ସଭାପତି ଶ୍ରୀ ଅମରେଶ ପତ୍ରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ।
ବିଜୁ ଯୁବ ଜନତା ଦଳର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସଭାପତି ମାନସ ସାହୁଙ୍କ ଅକାଳ ବିୟୋଗ

- Categories: Uncategorized, ଓଡ଼ିଶା, ହୋମ୍
Related Content
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ
by
Proprietor Abhimanyu Maharana
September 14, 2026
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
by
Proprietor Abhimanyu Maharana
September 14, 2026
World Odisha Society pays tribute to Pranab Patnaik
by
Proprietor Abhimanyu Maharana
September 14, 2026
ମାନବ ସେବା ହିଁ ମାଧବ ସେବା
by
Proprietor Abhimanyu Maharana
September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026