ବିଫୁଳ ପରିମାଣର ଗଞ୍ଜେଇ ଜବତ ଜଣେ ଗିରଫ ,୨ ଫେରାର ,ଅନ୍ୟ ଚାଲାଣକାରୀଙ୍କୁ ଶ୍ରୀଘ ଧରାଯିବା ନେଇ ସୂଚନା ଦେଲେ ଆଇଆଇସି

ଗାଡିକୁ ଜବତ କରି ବୈପାରିଗୁଡା ଥାନାକୁ ଆଣି ଅଧିକ ତଦନ୍ତ କରାଯାଇଥିବା ବେଳେ ବୈପାରିଗୁଡା ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ଙ୍କ ଉପସ୍ଥିତିରେ ଗାଡି ରୁ ଗଞ୍ଜେଇ ବାହାର କରାଯାଇ ଓଜନ କରାଯାଇଥିବା ବେଳେ ଜବତ ଗଞ୍ଜେଇ ୧୦୧୫ କେଜି ବୋଲି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ଙ୍କ ଠାରୁ ସୂଚନା ମିଳିଛି ! ଜବତ ଗଞ୍ଜେଇର ମୂଲ୍ୟ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ଦେବା ବୋଲି ଜଣାପଡିଛି !
Related Content
ଗଜପତି : ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ଏ ସି. ଏଫ.ଓ ସୌମ୍ୟ ମୃତ୍ୟୁ ମାମଲାରେ ରୋଷେୟା ଗିରଫ
by
Proprietor Abhimanyu Maharana
October 1, 2026
ଆଇଆଇଟି ଭୁବନେଶ୍ୱରରେ ଓଡିଆପ୍ରେନ୍ୟୁର୍ ୩.୦ ରାଜ୍ୟସ୍ତରୀୟ ହ୍ୟାକାଥନ୍ ଉଦ୍ଘାଟିତ
by
Proprietor Abhimanyu Maharana
October 1, 2026
Odiapreneur 3.0 State-Level Hackathon Inaugurated at IIT Bhubaneswar
by
Proprietor Abhimanyu Maharana
October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା
by
Proprietor Abhimanyu Maharana
October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା
by
Proprietor Abhimanyu Maharana
October 1, 2026
ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ
by
Proprietor Abhimanyu Maharana
October 1, 2026