ମାହାଙ୍ଗା ମାଟି ହେଉଛି କଳା, ସଂସ୍କୃତି, ସାହିତ୍ୟ, ଓଡିଆ ଭାଷାରେ ପରିପୂର୍ଣ ହୋଇଥିବା ମାଟି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ମାହାଙ୍ଗା ;- ମାହାଙ୍ଗା ମାଟି ହେଉଛି କଳା, ସଂସ୍କୃତି, ସାହିତ୍ୟ, ଓଡିଆ ଭାଷାରେ ପରିପୂର୍ଣ ହୋଇଥିବା ମାଟି । କିନ୍ତୁ ଆଜିର ଯେଉଁ କଂଗ୍ରେସ ଦଳ ପକ୍ଷରୁ ଅନ୍ଦୋଲୋଣ କରୁଛନ୍ତି ଠିକ୍ ଅଛି କିନ୍ତୁ ଆପଣ ମାନେ ଟିକେ ଭଲକରି ଦେଖନ୍ତୁ ମାହାଙ୍ଗା ଭଳି ଏକ ସାହିତ୍ୟ ମାଟିର କିପରି ଧଜିଆ ଉଡେଇଛନ୍ତି

ସେ ଫୁଣୀ ଖୋଦ୍ ମାହାଙ୍ଗା ର କଂଗେସ ନେତା ତଥା ବିଧାୟକ ପାର୍ଥୀ ଙ୍କ ଉପସ୍ଥିତି ରେ ମାହାଙ୍ଗା ରେ କଂଗ୍ରେସର ବିଧାୟକ ପାର୍ଥୀ ହୋଇଥିବା ନେତାଙ୍କୁ ବୋଧେ ଓଡ଼ିଆ ଭାଷା ଜଣା ନାହିଁ, ନହେଲେ ଏପରି ଓଡ଼ିଆ ଭାଷାକୁ ଅପଭ୍ରଂଶ କରି ବ୍ୟାନରରେ ଲେଖିନଥାନ୍ତେ

Exit mobile version