ଗଜପତି ଜିଲ୍ଲା ,ରିପୋର୍ଟ /ସୁକାନ୍ତ ବେହେରା ( ଓଡିଶା ତାଜା ନ୍ୟୁଜ୍ ) ଟ୍ରକ ଓଲଟି ହେଲପରଙ୍କ ମୃତ୍ୟୁ ,୩୦ ଏପ୍ରିଲ, ଗୁରୁବାର :- ଗଜପତି ଜିଲ୍ଲା ମୋହନା ବ୍ଳକ ଲୁହାଗୁଡି ପଂଚାୟତ-ଗଜପତି-ଗଞ୍ଜାମ ଜିଲ୍ଲା ସିମାନ୍ତବର୍ତୀ ତପ୍ତପାଣି ମ୍ରୁଗ ବିହାର ବୁଲାଣି ନିକଟରେ ଭାରସାମ୍ୟ ହରାଇ ୧୦ ଚକିଆ ଟ୍ରକ ଓଲଟି ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ୧୦ ଚକିଆ ଟ୍ରକଟି ରା.ଉଦୟଗିରି ଠାରେ ସିମେଣ୍ଟ ଓହ୍ଲାଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଡ୍ରାଇଭର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅନ୍ତର୍ଗତ ଆଙ୍କରୋଡା ଗ୍ରାମର କାଳୁ ଚରଣ ରାଉତ ହେଲପର ସେହି ଗ୍ରାମର ମନୋଜ କୁମାର ଗୌଡଙ୍କୁ ଗାଡି ଚଲାଇବା ପାଇଁ ଦେଇଥିଲେ । ଗାଡି ଟି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଲେ ତପ୍ତପାଣି ଘାଟି ନିକଟ ମ୍ରୁଗ ବିହାର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ଟ୍ରକ ତଳେ ଚାପି ହୋଇ ହେଲପର ମନୋଜ ମୃତ୍ୟୁ ବରଣ କରିଥିଲେ ।
ତପ୍ତପାଣି ମ୍ରୁଗ ବିହାର ଭାରସାମ୍ୟ ହରାଇ ୧୦ ଚକିଆ ଟ୍ରକ ଓଲଟି ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

- Categories: Uncategorized, ଓଡ଼ିଶା, ହୋମ୍
Related Content
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ
by
Proprietor Abhimanyu Maharana
September 14, 2026
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
by
Proprietor Abhimanyu Maharana
September 14, 2026
World Odisha Society pays tribute to Pranab Patnaik
by
Proprietor Abhimanyu Maharana
September 14, 2026
ମାନବ ସେବା ହିଁ ମାଧବ ସେବା
by
Proprietor Abhimanyu Maharana
September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026