Home ଅପରାଧ ଲୁହାପ୍ଲେଟ ଚୋରି ମାମଲାରେ ୩ ଜଣ ଗିରଫ,ପୋଲିସ ପକ୍ଷରୁ ଚୋରି ପାଇଁ ବ୍ୟବହାର କରାଯାଉଥିବା ଆଟୋ ଜବତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ବୈପାରିଗୁଡା :- ଲୁହାପ୍ଲେଟ ଚୋରି କରିବା ପାଇଁ କସର କୁ ଯାଇଥିବା ୩ ଜଣ ଯୁବକକୁ ପୋଲିସ ଗିରଫ କରି ଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ! ପୋଲିସ ସୂତରୁ ମିଳିଥିବା ଅନୁଯାଯୀ ବୈପାରିଗୁଡା ଥାନା ଅନ୍ତର୍ଗତ ଟାପାଯୋଡି କସର ରେ ସକାଳ ସମୟରେ ୩ ଜଣ ଯୁବକ ବୁଲାବୁଲି କରୁଥିବା ସମୟ ରେ ପୋଲିସ କର୍ମଚାରୀ ମାନଙ୍କୁ ଦେଖି ଯୁବକ ମାନେ ସେଠାରୁ ଚାଲି ଯିବା ପାଇଁ ଉଦ୍ୟମ କରୁଥିବା ସମୟରେ ଥାନା ଆଇଆଇସି ଈଶ୍ବର ତାଣ୍ଡି ଓ ପୋଲିସ କର୍ମଚାରୀ ମାନେ ୩ ଜଣ ଯୁବକକୁ କାବୁ କରି ଥାନାକୁ ଆଣି ତଦନ୍ତ କରିଥିବାର ଜଣାପଡିଛି ! ତଦନ୍ତ ସମୟରେ ସେମାନେ ସମସ୍ତ ଘଟଣା ପୋଲିସ କହିଥିବାର କହିଛନ୍ତି ଥାନା ଆଇଆଇସି ଈଶ୍ବର ତାଣ୍ଡି ! ପୋଲିସ ହାତରେ ପଡିଥିବା ୩ଜଣ ଯୁବକ ଜୟପୁର ଅଚଂଳ ହୋଇଥିବା ବେଳେ ସେମାନଙ୍କ ନାଁ ରେ ଜୟପୁର ଥାନାରେ ବହୁ କେସ୍ ଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା !ଗିରଫ ଯୁବକ ମାନେ ହେଲେ Kamal Lochan Khila S/o Sadasib Khila of village Bagraguda,Jeypore, 2. Gora Soura S/o Basu Soura of village Souraguda,Jeypore and 3. Samil Bagh S/o Siba Bagh of village Christian peta,Jeypore ସେମାନଙ୍କୁ ଗିରଫ କରି ଥାନା କେସ୍ u/s 451/379/34 IPC ଅନୁସାରେ ଆଜି କୋର୍ଟ ଚାଲାଣ କରାଯାଇଛି ! Categories: ଅପରାଧ, ଓଡ଼ିଶା, କୋରାପୁଟ, ଦେଶ, ହୋମ୍ Related Content କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026 ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅପରପକ୍ଷ ତର୍ପଣ ଆରମ୍ଭ by Proprietor Abhimanyu Maharana September 28, 2026 ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି : ପ୍ରତିକାର ଶୂନ by Proprietor Abhimanyu Maharana September 28, 2026