ଶିକ୍ଷକ ଏମ୍. ରବିକୁମାର ନୁଆ ଜେରାଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ବ ଗ୍ରହଣ କଲେ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଶାଣି ବ୍ଳକଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଏମ୍.ରବି କୁମାର ଦାୟିତ୍ୱ ଗ୍ରହଣ କରିଥିବାର ଜଣା ପଡ଼ିଛି । ସେଠାରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ସଦାନନ୍ଦ ପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ଥିବାର ଜଣା ପଡ଼ିଛି ।

ପ୍ରଧାନ ଶିକ୍ଷକ ଶ୍ରୀ ରବି କୁମାର ପୁର୍ବରୁ ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିବା ବେଳେ ବର୍ତ୍ତମାନ ନୂଆ କରାଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ଜଗୁ ଏ ଅଞ୍ଚଳରେ ଶିକ୍ଷାର ମାନକୁ ବୃଦ୍ଧି କରିବାରେ ସକ୍ଷମ ହେବେ ବୋଲି ନୁଆ କେରାଣ୍ଡୀ ଗ୍ରାମ ବାସି ଆଶାବ୍ୟକ୍ତ କରିଛନ୍ତି

Exit mobile version