କେନ୍ଦ୍ର ମନ୍ତ୍ରୀ ବିଶେଶ୍ବଣ ଟୁଡୁ ଙ୍କ କଳମମଳରେ ଏକଲବ୍ୟ ଆର୍ଦଶ ଆବାସିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ବୈପାରିଗୁଡା :- ସରକାରୀ କାର୍ଯ୍ୟକ୍ରମରେ କାହିଁକି ପ୍ରଶାସନ ତରଫରୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରକାର ଖବର ଦିଆଯାଇ ନାହିଁ ବୋଲି ବିଜେପି ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବଣ ଟୁଡୁ ବୈପାରିଗୁଡା ବ୍ଲକ ଗ୍ରସ୍ତ ରେ ଆସି କୋଲାର ପଚଂୟତର ଟାଙ୍ଗିନିଗୁଡା ଠାରେ ଏକଲବ୍ୟ ଆର୍ଦଶ ଆବାସିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ପଡାଲ,

ବିଡିଓ ଅଭିମନ୍ୟୁ କବି ଶତପଥି, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ା ସରୋଜିନୀ କାଣ୍ଡିକି ,ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, କୋଲାର ସରପଞ୍ଚ ପ୍ରଭୁନନ୍ଦ ମୁଦୁଲି, ପିଆଇଟିଡିଏ ଜଗନ୍ନାଥ ସାରକାଙ୍କ ସହ ବହୁ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ! ତେବେ ସରକାରୀ କର୍ମଚାରୀ ରେ ସାମ୍ବାଦିକଙ୍କ ପାଇଁ ବସିବା ପାଇଁ କୈଣସି ଚଉକି ପକାଯାଇନଥିବାରୁ ମିଟିଙ୍ଗି ଆଧାରୁ ହିଁ ସମସ୍ତ ସାମ୍ବାଦିକ ଫେରିଆସିଥିବାର ଦେଖିବାକୁ ମିଳିଛି !

Exit mobile version