ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି (ଗୁଡୁ) ଅସହାୟଙ୍କ ଅସହାୟ ଗରିବ ଲୋକଙ୍କ ମୁହଁରେ ଟିକିଏ ହସ ଫୁଟାଇବା,ଅଭିଯାନ ଯାରି ରଖିଛନ୍ତି ।

ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ସମାଜସେବୀ ନଳିନୀକାନ୍ତ ମହାନ୍ତି, ମଙ୍ଗଳବାର,୨୮ଏପ୍ରିଲ :- ସାରା ଓଡିଶା କରୋନା କଳା ମେଘ ସମୟରେ ଅସହାୟ ବାସିନ୍ଦା ହୁଦୟକୁ ଜିତି ପାରିଛନ୍ତି ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି (ଗୁଡୁ), ସାରା ଓଡିଶାରେ ଲକ ଡଉନୁ ଅବଧି ହୋଇଥିଲା ବେଳେ ପ୍ରଥମ ଦିନ ଠାରୁ ନିଜରର ହୁଦୟ ଜିତିବାରେ କିଛି ଖାଦ୍ୟ ସାମଗ୍ରୀ ଦେଇ କିଛି ଭୋକିଲା ମୁହଁରେ ହସ ଦେଇପାରିଲେ ନଳିନୀକାନ୍ତ ନିଜକୁ ଭଗବାନଙ୍କ ଆଶୀର୍ବାଦ ଅନୁଭବ କରିଥାନ୍ତି,

ଏ ସମୟରେ ଧନୀ ଗରିବକୁ ଭେଦଭାବ ନ କରି ଅସହାୟକୁ ସରକାରଙ୍କ ସାଥିରେ ମିଶି ଖାଦ୍ୟ ବଣ୍ଟନ ଦାୟତ୍ୱ ନେବାର ଠିକି ସମୟ ଦେଇଥିବା ବେଳେ ଆଜି ଅନେକ ସ୍ଥାନରେ ଭୋକିଲା ମୁଁହରେ ହସ ପୁଟାଇଛନ୍ତି, ୧୮ନଂ ୱାର୍ଡ଼ ଅନ୍ତର୍ଗତ ଅରବିନ୍ଦ ନଗର ଠାରେ ୧୦୦ ଜଣଙ୍କ ନିମନ୍ତେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ସହ ମାସ୍କ,ପାଣ୍ଡରା ଅନ୍ତର୍ଗତ କିମ୍ଭୀରିଆ ବସ୍ତିରେ ୫୦୦ ଲୋକଙ୍କ ନିମନ୍ତେ ରନ୍ଧା ଖାଦ୍ୟ‌ ସହ ମାସ୍କର‌ ବନ୍ଦୋବସ୍ତ,

ଏବଂ ୧୯ନଂ ୱାର୍ଡ ଅନ୍ତର୍ଗତ ରସୁଲଗଡ଼ ଗ୍ରାମର ଭୋଇ ସାହି ଠାରେ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରାଯିବା ସହ ଜିଜିପି କଲୋନୀ ଠାରେ ରହୁଥିବା Senior citizen ମାନଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିବା ସହ ଜନସାଧାରଣଙ୍କୁ ସଚେତନ କରାଗଲା

।-ଲକଡାଉନର‌ ଆରମ୍ଭରୁ ଆମ୍ଭର ଅଭିଯାନ ଅସହାୟ ଗରିବ ଲୋକଙ୍କ ମୁହଁରେ ଟିକିଏ ହସ ଫୁଟାଇବାକୁ ପ୍ରୟାସ।-ଯେଉଁ ସମୟରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ, ଅତି କମ୍ ବୟସରୁ ସମାଜରେ ଥିବା କର୍ତ୍ତବ୍ୟକୁ ଆପଣେଇନେଇଥିବା ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି (ଗୁଡୁ) ଅସହାୟଙ୍କ ନିମନ୍ତେ ଅଭିଯାନ ଯାରି ରଖିଛନ୍ତି।

Exit mobile version