ମେନ ରୋଡ ପୂଜା କମିଟି ସଭାପତି ସମରେନ୍ଦ୍ର ମହାପାତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :- କୋଭିଡ ନିୟମ ଅନୁଯାୟୀ ସରକାର ଙ୍କ କଟକଣା ରେ ଆମେ ୪ଫୁଟ ମୃତ୍ତି ନିର୍ମାଣ କରି ଥିଲୁ । ପର୍ଦା ଆଢୁଆଳରେ ମୃତ୍ତି ଙ୍କୁ ରଖି ସାଧାରଣ ଦର୍ଶନ ସ୍ୱଳ୍ପ ଦର୍ଶକ ରେ ସୀମିତ ରଖିଥିଲୁ ।

ଆଜି କୋଭିଡ ନିୟମ ଅନୁଯାୟୀ ଭାଷାଣି କରିବା ସହ ଆସନ୍ତା ବର୍ଷ କିପରି ଦେଶ ରୁ କରୋନା ଦୂର ହେବା ସହ ଆମେ ଧୁମ ଧାମ ରେ ପୂଜା କରିବୁ ତାହା ପ୍ରଭୁ ଙ୍କୁ ମାନସୀ ଥିଲୁ ।

Exit mobile version