ନୟାଗଡ : ଜିଲ୍ଲା ପ୍ରସାଶନର ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ହେଲା ଆଦର୍ଶ ବିବାହ

ନୟାଗଡ ,ରିପୋର୍ଟ /ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍‌ ) ଆଦର୍ଶ ବିବାହ ,୨୭ ଏପ୍ରିଲ, ସୋମବାର :- ନୟାଗଡରେ ଲକଡାଉନ ପରିପ୍ରେକ୍ଷିରେ ହେଲା ଆଦର୍ଶ ବିବାହ । ବିବାହ କାର୍ଯ୍ଯ ହେଲା ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଆଉ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ କାର୍ଯ୍ୟାଳୟର ଉପସ୍ଜିତିରେ ଜିଲ୍ଲା ପ୍ରସାଶନର ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ହେଲା

ଆଦର୍ଶ ବିବାହ ମହିପୁର ପାଟୁଳି ସାହିର ଟୁଟୁ ସାହୁଙ୍କ (୩୧) ସହ ଚାହାଳି ରାଇପୁର ଗ୍ରାମର ଦୀପାଞ୍ଜଳି ସାହୁଙ୍କ ସହ ଏଥିପାଇଁ ନବ ଦମ୍ପତି କୋଭିଡ୍ ୧୯ପାଇଁ ୧୨୦୦୦/ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ତକୁ ପ୍ରଦାନ କଲେ ଏ ସମସ୍ତ କାର୍ଯ୍ଯକ୍ରମ ଆଇନ୍ ଅନୁଯାୟୀ ସାମାଜିକ ଦୁରତ୍ବ ମଧ୍ୟରେ ସମ୍ପର୍ଣ୍ପ ହେଲା । ନବ ଦମ୍ପତିଙ୍କୁ ସମ୍ମାନନୀୟ ଜିଲ୍ଲା ପ୍ରସାଶନର ପଦସ୍ଥ ଅଧିକାରୀ ଦ୍ବୟ ଆଶିର୍ବାଦ କରିବା ସହ ସାମ୍ବାଦିକ ତଥା ପଣ୍ତିତ ରାମକୄଷ୍ଣ ରଥ ଶ୍ଳୋକ ଉଚାରଣ କରି ଆଶିର୍ବାଦ କରିଥିଲେ ।

Exit mobile version