ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର )ବିଜେପୁର :- ବିଜେପୁର ବ୍ଳକ୍ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ରଘୁନାଥ ସତ୍ ସଙ୍ଗ୍ ମଣ୍ଡଳୀ ଓ ଖରମୁଣ୍ଡା ଆନୁକୂଲ୍ୟରେ ତୁଳା ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟିକା ରୀତା ସାହୁ ,

ମୂଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ହଳଧର ନାଗ୍, ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ସଭାପତି ସର୍ଜନ ଚିର୍ଗୁଣ , ବିଜେଡି ମହିଳା ଜିଲ୍ଲା ସୋସିଆଲ୍ ମିଡ଼ିଆ ସମ୍ପାଦିକା ରଶ୍ମିତା ମେହେର, ଲକ୍ଷ୍ମୀ ଧର ବେହେରା , ସତସଙ୍ଗ ମଣ୍ଡଳୀ ସଭାପତି ଶ୍ରୀପତି ବିଶ୍ବାଲ , ସମ୍ପାଦକ ଗୌତମ ଗଡତିଆ, ଦୁର୍ଯ୍ୟୋଧନ ଡନସନା, ବିଷ୍ଣୁ ମହାପାତ୍ର, ପଞ୍ଚାନନ୍ ପଧାନ, ଦିଲ୍ଲୀପ ପଧାନ ଓ ଲାଲୁ ବରିହା ଉପସ୍ଥିତ ରହିଥିଲେ ।

Exit mobile version