ଅଭିନବରେ ଦଶହରା -୧୦ ମା’ଙ୍କୁ  ସହାୟତା

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ଭୁବନେଶ୍ୱର :-  ଦଶହରାରେ ୧୦ଜଣ ମା’ଙ୍କୁ ସହାୟତା କରିଥିଲ ଆଦିତ୍ୟ ଫାଉଣ୍ଡେସନ୍ । ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ର ଏହି ଅନୁଷ୍ଠାନ ସାମନ୍ତରାପୁର ଛକଠାରେ ଲୁଗା ବତ୍ସ ଆଦି ବଂଟନ କରିଥିଲା । 

ଗୋଟିଏ ପଟେ ଦଶହରାରେ ଦେବୀଙ୍କୁ ପୂଜା କରାଯାଉଥିବା ବେଳେ ଅସହାୟରେ ଥିବା ୧୦ଜଣ ମା’ ମାନଙ୍କୁ ଦଶହରାରେ ସହାୟତା କରି ଦଶହରା ପାଳନ କରାଯାଇଛି । ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ଚମ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁପାଳଗଡ଼ ସରପଂଚ ଇତିଶ୍ରୀ ଚମ୍ପତି ଓ ସଭ୍ୟମାନେ ଉପସ୍ଥିତଥିଲେ ।  

Exit mobile version