ମହିଷାସୁର

ଓଡ଼ିଶା ତାଜା ନ୍ୟୁଜ୍ (୧୫ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :-  ମହିଷାସୁର ବଙ୍ଗଳାର ଗୋଣ୍ଡୱାନା ଅଞ୍ଚଳର ସନ୍ଥାଲ ଜନଜାତିର ଜଣେ ଶକ୍ତିଶାଳୀ ରାଜା ଥିଲେ । ଯାହାଙ୍କର ଶାସନ ମଧ୍ଯ ଭାରତରେ ଥିଲା, ସେ ନିଜ ରାଜ୍ୟର ପଶୁ-ପକ୍ଷୀ ଓ ପ୍ରକୃତି ପ୍ରେମୀ ରାଜା ଥିଲେ । ରାଜ୍ୟରେ ଭଲ ବ୍ୟବସ୍ଥା ଓ ସବୁକିଛିର ସୁବିଧା ଥିଲା, ସେଥିପାଇଁ ତାଙ୍କ ପ୍ରଜାମାନେ ତାଙ୍କ ଉପରେ ଖୁସି ଥିଲେ । ମୈସୁର ସହରର ନାମ ତାଙ୍କରି ନାମରେ ରଖାଯାଇଥିଲା । ଏଠାରେ ମହିଷାସୁର ଶହୀଦ ଦିବସ ପାଳନ କରାଯାଏ । ମହିଷାସୁରଙ୍କୁ ଜଣେ ମହାନ ଉଦାରବାଦୀ ଦ୍ରାବିଡ଼ ଶାସକ ଭାବରେ ମଧ୍ଯ ଦେଖାଯାଏ । କିନ୍ତୁ ହିନ୍ଦୁ ପୁରାଣ ତାଙ୍କୁ ରାକ୍ଷସ ଭାବରେ ଚିତ୍ରଣ କରିଛି । ଏତେ ଭଲ ଓ ମହାନ ରାଜାଙ୍କୁ ବ୍ରାହ୍ମଣମାନେ ଖଳନାୟକ କେମିତି ଓ କାହିଁକି କଲେ ?

ଏହି ପରିପ୍ରେକ୍ଷୀରେ, ସବଲ୍ଟର୍ନ ସଂସ୍କୃତିର ଲେଖକ ତଥା ଗବେଷକ ଯୋଗେଶ ସାର୍ କୁହନ୍ତି ଯେ “ଏହାକୁ ବୁଝିବା ପାଇଁ ଆପଣଙ୍କୁ ସୁର ଓ ଅସୁର ସଂସ୍କୃତି ମଧ୍ୟରେ ଥିବା ସଂଘର୍ଷକୁ ବୁଝିବାକୁ ପଡ଼ିବ ।” ମହିଷାଙ୍କ ରାଜ୍ୟରେ ଅସୁରମାନଙ୍କର ବହୁ ସଂଖ୍ୟକ ମଇଁଷି ଥିଲେ । ମୈସୁରର ଚାମୁଣ୍ଡି ମନ୍ଦିର ନିକଟରେ ଏକ ମହିଷାସୁର ମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାଙ୍କ ସମ୍ମୁଖରେ ମହିଷାସୁର ଶହୀଦ ଦିବସ ପାଳନ କରାଯାଏ । କନ୍ନଡ ଲେଖକ ତଥା ଇତିହାସକାର ବିଜୟ ମହେଶ କହିଛନ୍ତି ଯେ ମହିଷାସୁର ଶବ୍ଦ ହେଉଛି ଗୋଣ୍ଡି ଶବ୍ଦ ଯେଉଁଥିରେ ‘ମହି’ ଶବ୍ଦର ଅର୍ଥ ହେଉଛି ‘ଯିଏ ବିଶ୍ୱରେ ଶାନ୍ତି ବଜାୟ ରଖେ’। ଅଧିକାଂଶ ରାଜାଙ୍କ ପରି ମହିଷାସୁର ଜଣେ ଶିକ୍ଷିତ ତଥା ଶକ୍ତିଶାଳୀ ରାଜା ଥିଲେ, କିନ୍ତୁ ତାଙ୍କର 177 ଜ୍ଞାନୀ ପରାମର୍ଶଦାତା ଥିଲେ ।

ତାଙ୍କ ରାଜ୍ୟ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଥିଲା, କେହି ବି ତାଙ୍କ ରାଜ୍ୟରେ ପଶୁମାନଙ୍କୁ ହତ୍ୟା କରି ଖାଦ୍ୟ, ଆନନ୍ଦ କିମ୍ବା ଧାର୍ମିକ ରୀତିନୀତି ପାଇଁ ବ୍ୟବହାର କରୁ ନଥିଲେ । ବିନା ଅନୁମତିରେ ଗଛ କଟାଯାଇପାରେ ଏହାକୁ ବନ୍ଦ କରିବା ପାଇଁ ସେ ଅନେକ ଲୋକଙ୍କୁ ନିୟୋଜିତ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କାହାକୁ ବି ନିକମା ପରି ବଞ୍ଚିବାକୁ ଦିଆଯାଉ ନଥିଲା ।

ବିଜୟ_ (ଇତିହାସକାର) ଦାବି କରିଛନ୍ତି ଯେ ମହିଷାସୁରଙ୍କ ଶାସନ କାଳରେ ଲୋକମାନେ ଧାତୁ ତରଳାଇବା କୌଶଳରେ ବିଶେଷଜ୍ଞ ଥିଲେ, ଅନ୍ୟ ଜଣେ ଇତିହାସକାର M.L ଙ୍କ ଦ୍ୱାରା ମଧ୍ୟ ସମାନ ମତ ଦିଆଯାଇଛି । ଇତିହାସକାର ଭିନ୍ସେଣ୍ଟ ଏ ସ୍ମିଥ୍ ତାଙ୍କ ଇତିହାସରେ କହିଛନ୍ତି ଯେ ତାମ୍ର ଯୁଗ ଓ ବ୍ରୋଞ୍ଜ (କାଂସ୍ୟ) ଯୁଗରେ ସାଧନାଗୁଡ଼ିକ ଭାରତରେ ବ୍ୟବହୃତ ହେଉଥିଲା । ତାଙ୍କ ଶାସନ କାଳରେ ପୁରା ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅସ୍ତ୍ରଶସ୍ତ୍ର କିଣିବାକୁ ଏଠାକୁ ଆସୁଥିଲେ । ଏହି ଅସ୍ତ୍ରଗୁଡିକ ଅତି ଉଚ୍ଚମାନର ଧାତୁରେ ତିଆରି ହୋଇଥିଲା । ଲୋକକଥା ଅନୁଯାୟୀ, ମହିଷାସୁର ବିଭିନ୍ନ ଉଦ୍ଭିଦ ଓ ଗଛର ଔଷଧୀୟ ଗୁଣ ବିଷୟରେ ଜାଣିଥିଲେ ଓ ଏହାକୁ ବ୍ୟକ୍ତିଗତ ଭାବରେ ବ୍ୟବହାର କରୁଥିଲେ ଓ ଏହାକୁ ନିଜ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବ୍ୟବହାର କରିଥିଲେ ।

ଆର୍ଯ୍ୟ ବ୍ରାହ୍ମଣମାନେ ୟୁରୋସିଆ (ୟୁରୋପ ଓ ଏସିଆର ମଧ୍ୟ ଭାଗ) ରୁ ଆସିଥିଲେ । ସେ ଛୋଟ ଛୋଟ ଦଳରେ ଭାରତ ଆସିଥିଲେ । ଆର୍ଯ୍ୟ ବ୍ରାହ୍ମଣ ଭାରତର ଧନ ଓ ସମୃଦ୍ଧତା ବିଷୟରେ ଶୁଣିଥିଲେ । ତାଙ୍କ ମନରେ ଲୋଭ ଆସିଥିଲା ଏବଂ ସବୁଦିନ ପାଇଁ ଏଠାରେ ରହିବାର ନୀତି ଆରମ୍ଭ କରିଥିଲେ । ବ୍ରାହ୍ମଣ ବିଦେଶୀ ମହିଷାଙ୍କ ରାଜ୍ୟ ଦଖଲ କରିବାକୁ ଆକ୍ରମଣ କରିଥିଲେ । ସୁର-ଅସୁର ମଧ୍ୟରେ ଅନେକ ଥର ଯୁଦ୍ଧ ହୋଇଥିଲା । କିନ୍ତୁ ବ୍ରାହ୍ମଣମାନଙ୍କୁ ସବୁବେଳେ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଅନେକ ଥର ହାରିବା ପରେ ସେ ଏଠାରେ ଶାସନ କରିବା ପାଇଁ ଅନ୍ୟ ଉପାୟ ବିଷୟରେ ଚିନ୍ତା କରିବା ଆରମ୍ଭ କଲେ, ତେଣୁ କିଛି ଆର୍ଯ୍ୟ ବ୍ରାହ୍ମଣ ଏହି ସ୍ଥାନର ରୀତିନୀତିକୁ ବୁଝିବା ପାଇଁ ରାଜା ମହିଷାସୁରଙ୍କ ଅଞ୍ଚଳରେ ଆସି ବସବାସ କଲେ । କିଛି ଦିନ ପରେ ବ୍ରାହ୍ମଣମାନେ ପ୍ରତିଦିନ ଗଛ କାଟି ଯଜ୍ଞ କରିବା ସହିତ ବଣୁଆ ଜୀବଜନ୍ତୁକୁ ବଳି ଦେବା ଆରମ୍ଭ କଲେ । ଯେଉଁଥିପାଇଁ ସ୍ୱଚ୍ଛ ପରିବେଶରେ ଧୂଆଁ ଓ ପ୍ରଦୂଷଣ ଆରମ୍ଭ ହୋଇଥିଲା ।

ଯେତେବେଳେ ରାଜା ମହିଷାସୁର ଏ ବିଷୟରେ ଜାଣିଲେ ସେତେବେଳେ ସୈ ଆର୍ଯ୍ୟ ବ୍ରାହ୍ମଣଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସେଠାରୁ ଚାଲିଯିବାକୁ ଚେତାବନୀ ଦେଇଥିଲେ । ଆର୍ଯ୍ୟ ବ୍ରାହ୍ମଣ ରାଜାଙ୍କ ପାଖରେ ହାତ ଯୋଡି କହିଥିଲେ ପରବର୍ତ୍ତୀ ବ୍ୟବସ୍ଥା ପର୍ଯ୍ୟନ୍ତ କିଛି ଦିନ ରହିବାକୁ ଦିଅନ୍ତୁ, ରାଜା ମହିଷାସୁରା ସେମାନଙ୍କୁ କିଛି ଦିନ ରହିବାକୁ ସମୟ ଦେଇଥିଲେ । ରାଜା ମହିଷାସୁର କଠୋର ସାଥେ ସାଥେ ଦୟାଳୁ ମଧ୍ଯ ଥିଲେ ।

ଆର୍ଯ୍ୟ ବ୍ରାହ୍ମଣମାନେ ଜାଣିଥିଲେ ଯେ ଏଠାକାର ଲୋକମାନେ ଶକ୍ତିଶାଳୀ ଓ ସରଳ । ସେଥିପାଇଁ ସେମାନେ ଏଠାରେ ଥିବା ସରଳ ଲୋକଙ୍କୁ ପ୍ରତାରଣା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେ । ମହିଷାସୁରଙ୍କ ବିରୁଦ୍ଧରେ ଭୟଙ୍କର ଷଡଯନ୍ତ୍ର ସୃଷ୍ଟି କରି ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଦେଲେ । ବ୍ରାହ୍ମଣ ସୁରା (ମଦ) ଓ ସୁନ୍ଦରୀ ମାଧ୍ୟମରେ ଜିତିବାକୁ ଯୋଜନା କରିଥିଲେ । ଏହି ଯୋଜନା ଅନୁଯାୟୀ, ଆର୍ଯ୍ୟ ବ୍ରାହ୍ମଣ ପଶ୍ଚିମବଙ୍ଗ କୋଲକାତାର ସୋନାଗାଛି ଅଞ୍ଚଳରୁ ଏକ ସୁନ୍ଦର ବ୍ରାହ୍ମଣ ବେଶ୍ୟାକୁ ଚୟନ କରିଥିଲେ, ସେହି କୁମାରୀ କନ୍ୟାର ନାମ ଥିଲା ଦୁର୍ଗା । ଷଡଯନ୍ତ୍ରର ମାଧ୍ୟମରେ ମହିଷାସୁରଙ୍କୁ ତାଙ୍କ ମାୟାଜାଲରେ ଫସାଇ ହତ୍ୟା କରିବାକୁ ପଠାଇଥିଲେ ।

 

କୌଣସି ପ୍ରକାରେ ଦୁର୍ଗାଙ୍କୁ ମହିଷାସୁରଙ୍କ ରାଜପ୍ରାସାଦରେ ପ୍ରବେଶ କରାଇଦେଲେ ଓ ଦୁର୍ଗା ମହିଷାସୁରଙ୍କୁ ଭେଟିଥିଲେ ଏବଂ ଦୁର୍ଗା ମହିଷାସୁରଙ୍କୁ ତାଙ୍କ ପ୍ରେମ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମହିଷାସୁର ଏଥିପାଇଁ ପ୍ରସ୍ତୁତ ନଥିଲେ, ସେ ମହିଳା ଜାତିକୁ ସମ୍ମାନ ଦବା ବହୁତ ଭଲ ଭାବରେ ଜାଣିଥିଲେ । କିନ୍ତୁ ଦୁର୍ଗା ମଧ୍ଯ କମ୍ ଖେଳାଳି ନୁହଁନ୍ତି । ପରିଶେଷରେ, ଦୁର୍ଗା ମହିଷାସୁରଙ୍କ ପାଖରେ ତାଙ୍କର ସମସ୍ତ ଅଭିଜ୍ଞତାକୁ ବ୍ୟବହାର କଲେ । ସର୍ବଶେଷରେ, ମହିଷାସୁର କେତେ ଦିନ ପର୍ଯ୍ୟନ୍ତ ଏକ ସୁନ୍ଦର ଝିଅ ସାମ୍ନାରେ ନିଜକୁ ସଂଯମ କରିବେ ? ବିଶ୍ୱାମିତ୍ରଙ୍କ ପରି ସାଧୁମାନେ ମଧ୍ୟ ଆପସରି ସମ୍ମୁଖରେ ନିଜର ସଂଯମତା ହରାଇଥିଲେ । ସୁନ୍ଦର ମହିଳା ପୁରୁଷତ୍ୱ ପାଇଁ ହାନିକାରକ ।

ଦୁର୍ଗା ପ୍ରତିଦିନ ନୂଆ ନୂଆ ସୁସଜ୍ଜିତ ହୋଇ ମହିଷାସୁରାଙ୍କ ସହ 8 ରାତି ବିତାଇ ଅନେକ ନୃତ୍ୟ ନାଟକ ପରିବେଷଣ କରି ପ୍ରତିଦିନ ସୁରା ପିଆଇଥିଲେ । ଅନ୍ତିମ ରାତି ନବମ ଦିନରେ ଦୁର୍ଗାଙ୍କ ରୂପର ଯାଦୁ ମହିଷାସୁର ଉପରେ ଚାଲିଗଲା ଏବଂ ମହିଷାସୁର ନିଶାରେ ହଜିଗଲେ ଦୁର୍ଗା ଏହି ମଉକାର ଫାଇଦା ଉଠାଇଥିଲେ ନିଜ ସାଥିରେ ଆଣିଥିବା ଏକ ତୀକ୍ଷ୍ଣ ଖଣ୍ଡା ସାହାଯ୍ଯରେ ମହିଷାସୁରଙ୍କ ଶରୀରକୁ ଅନେକ ଥର ମାରି ରାଜା ମହିଷାସୁରାଙ୍କୁ ଶେଷ କରିଦେଇଥିଲା । ଏହା ପରେ ସେ ବାହାରେ ଲୁଚି ରହିଥିବା ସାଥୀମାନଙ୍କୁ ସଙ୍କେତ ଦେଇଥିଲେ । ସଙ୍କେତ ଦେଖି ବାହାରେ ଲୁଚି ରହିଥିବା ସମସ୍ତ ଲୋକ ମହିଷାସୁରଙ୍କ ଦୁର୍ଗରେ ପ୍ରବେଶ କରି ସେମାନଙ୍କର ବିଜୟ ପତାକା ଉତ୍ତୋଳନ କରିଥିଲେ ।

ବର୍ତ୍ତମାନ ଦେଖନ୍ତୁ, ବିଦେଶରୁ ଆସିଥିବା ଆର୍ଯ୍ୟମାନେ ଏଥିରେ ସନ୍ତୁଷ୍ଟ ହୋଇନଥିଲେ, ସେମାନେ ଏକାଠି ବସିଥିଲେ (ଦୁର୍ଗାଙ୍କ ଠାରୁ ଅଲଗା ହୋଇ) ଏବଂ ଏକ ଗୁପ୍ତ ସଭା କରିଥିଲେ ବିଚାର ବିମର୍ଶ କରିଥିଲେ ଯେ ମହିମାସୁରଙ୍କ ସହ ନବରାତ୍ରୀ ବିତାଇଥିବା ବ୍ରାହ୍ମଣ ଝିଅ ଭବିଷ୍ୟତରେ ଆମ ସମାଜର ବଦନାମର କାରଣ ହେବ । ଏହା ଭାବି ବ୍ରାହ୍ମଣ ଦୁର୍ଗାଙ୍କୁ ମଧ୍ୟ ହତ୍ୟା କରିଥିଲେ ଏବଂ ତାଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଇଥିଲା ।

ଏହି ଘଟଣାକୁ ଲୁଚାଇବା ପାଇଁ ଆର୍ଯ୍ୟ ବ୍ରାହ୍ମଣ ବିଭିନ୍ନ ରୂପ ଦେଇଥିଲେ :- ଯେଉଁ 9 ଦିନ ଦୁର୍ଗା ମହିଷାସୁରଙ୍କ ପାଖରେ ରହିଥିଲେ ତାକୁ ନବରାତ୍ରୀ କୁହାଗଲା । ଜୟ ମା ଦୁର୍ଗତ ନାଶିନୀ ( ଡ଼ଃ ପ୍ରକାଶ ତ୍ରିପାଠୀ )

Exit mobile version