ଗଞ୍ଜେଇ ସହ ଗାଡି ଜବତ ; ଗାଡ଼ି ଛାଡ଼ି ଗଞ୍ଜେଇ ମାଫିଆ ଚମ୍ପଟ , ତଦନ୍ତ ଅବ୍ୟାହତ

ଫିରିଙ୍ଗିଆର ଶିମିଳି ସାହି ନିକଟରେ ପହଞ୍ଚିବା ବେଳେ ଗଞ୍ଜେଇ ମାଫିଆ ମାନେ ରାସ୍ତା କଡ଼ରେ ପିକ ଅପ୍ ଡାଲା ଗାଡ଼ି ( ଓଡି୦୫ଏଏକ୍ସ ୦୨୬୩) କୁ ଛାଡ଼ି ଚମ୍ପଟ ମାରିଥିଲା । ଯାଞ୍ଚ ବେଳେ ସେଥିରୁ ୫ କୁଇଣ୍ଟାଲ ୫ କେଜି ଗଞ୍ଜେଇ ପୁଲିସ ଜବତ କରିଛି । ଏନେଇ ଫିରିଙ୍ଗିଆ ଥାନା ରେ ୧୨୯ / ୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି ।
Related Content
ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍
by
Proprietor Abhimanyu Maharana
October 8, 2026
ଇଣ୍ଡିମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ପାଳନ ପରିପକ୍ଷୀରେ କଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ
by
Proprietor Abhimanyu Maharana
October 8, 2026
ଚାରି ଦଫା ଦାବିନେଇ ଓଡିଶା ବନ୍ଦ
by
Proprietor Abhimanyu Maharana
October 8, 2026
ବିରିଡି ବ୍ଲକ ରେ ସେବା ସଂକଳ୍ପ ଅଭିଯାନ
by
Proprietor Abhimanyu Maharana
October 8, 2026
ଇଣ୍ଡିଆ ମେଣ୍ଟ ର "୮ ଅକ୍ଟୋବର ଓଡ଼ିଶା ବନ୍ଦ କୁ ରଣପୁର ଓ ସୁନାଖଳା ଠାରେ ବିପୁଳ ସମର୍ଥନ
by
Proprietor Abhimanyu Maharana
October 8, 2026
Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division
by
Proprietor Abhimanyu Maharana
October 8, 2026