ନୂଆଗାଁ ବ୍ଲକ୍ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ପଦବୀ ପାଇଁ ସ୍ଥାନ ସଂରକ୍ଷଣ ଚିଠା ପ୍ରକାଶ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଅକ୍ଟୋବର ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତ ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ସ୍ଥାନ ସଂରକ୍ଷଣ ଚିଠା ପ୍ରକାଶ ପାଇଛି । ସରଂକ୍ଷଣ ଚିଠା ବିବରଣୀ ପ୍ରକାଶ ଅନୁଯାୟୀ ଉଦୟପୁର ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ମହିଳା,ସମିତି ପାଇଁ ପଛୁଆ ବର୍ଗ ମହିଳା, କାପ୍ତାପଲ୍ଲୀ ପଞ୍ଚାୟତ ସରପଞ୍ଚ ପଦବୀ ଅନୁସୂଚିତ ଜାତି ,ସମିତି ପଦବୀ ପାଇଁ ଅନୁସୂଚିତ ଜାତି ମହିଳା,କୋରଡ଼ା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପଛୁଆ ବର୍ଗ ମହିଳା,ସମିତି ପଦବୀ ପାଇଁ ପଛୁଆ ବର୍ଗ,ଖଣ୍ଡୁଗାଁ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅସଂରକ୍ଷିତ ,,ସମିତି ପଦବୀ ପାଇଁ ମହିଳା,

ଗାତେରି ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ମହିଳାଓ ସମିତି ପଦବୀ ପାଇଁ ଅ ସଂରକ୍ଷିତ, ଗୁମି ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପଛୁଆ ବର୍ଗ ଓ ସମିତି ପଦବୀ ପାଇଁ ପଛୁଆ ବର୍ଗ ମହିଳା, ଚାହାଳି ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପଛୁଆ ବର୍ଗ ମହିଳା ଓ ସମିତି ପଦବୀ ପାଇଁ ମହିଳା, ଜାକେଡ଼ା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅନୁସୂଚିତ ଜାତି ମହିଳା ଓ ସମିତି ପଦବୀ ପାଇଁ ଅନୁସୂଚିତ ଜାତି, ଢେଙ୍କେଣା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପଛୁଆ ବର୍ଗ ଓ ସମିତି ପଦବୀ ପାଇଁ ଅସଂରକ୍ଷିତ, ଦୁରୁଦୁରା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅନୁସୂଚିତ ଜନଜାତି ଓ ସମିତି ପଦବୀ ପାଇଁ ଅନୁସୂଚିତ ଜନଜାତି,ନୂଆଗାଁ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ମହିଳା ଓ ସମିତି ପଦବୀ ପାଇଁ ମହିଳା,

ପାରାଢ଼ିପି ପଞ୍ଚାୟତ ସରପଞ୍ଚ ଓ ସମିତି ପଦବୀ ପାଇଁ ଅସଂରକ୍ଷିତ , ବଡଗୋଠ ପଞ୍ଚାୟତ ସରପଞ୍ଚ ଓ ସମିତି ପଦବୀ ପାଇଁ ଅନୁସୂଚିତ ଜନଜାତି ମହିଳା, ବାହାଡ ଝୋଲା ପଞ୍ଚାୟତ ସରପଞ୍ଚ ଓ ସମିତି ପଦବୀ ପାଇଁ ଅନୁସୂଚିତ ଜନଜାତି ମହିଳା, ବେରୁଆଁ ବାରି ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅସଂରକ୍ଷିତ ଓ ସମିତି ପଦବୀ ପାଇଁ ପଛୁଆ ବର୍ଗ, ମହିପୁର ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅସଂରକ୍ଷିତ ,ସମିତି ପଦବୀ ପାଇଁ ମହିଳା, ମାଇଛେଳି ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ମହିଳା ଓ ସମିତି ପଦବୀ ପାଇଁ ଅସଂରକ୍ଷିତ,ମାଳିସାହି ପଞ୍ଚାୟତ ସରପଞ୍ଚ ଓ ସମିତି ପଦବୀ ପାଇଁ ଅନୁସୂଚିତ ଜାତି ମହିଳା , ସିକ୍ରିଡା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ମହିଳା ଓ ସମିତି ପଦବୀ ପାଇଁ ଅସଂରକ୍ଷିତ,

ସୀଙ୍ଗାର ପଲ୍ଲୀ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅସଂରକ୍ଷିତ ଓ ସମିତି ପଦବୀ ପାଇଁ ମହିଳା,ସୋରଡ଼ା ପଞ୍ଚାୟତ ସରପଞ୍ଚ ଓ ସମିତି ପଦବୀ ପାଇଁ ଅନୁସୂଚିତ ଜାତି ,ଏବଂ ହରିପୁର ପଞ୍ଚାୟତ ସରପଞ୍ଚ ଓ ସମିତି ପଦବୀ ପାଇଁ ଅସଂରକ୍ଷିତ ସ୍ଥାନ ସଂରକ୍ଷଣ ଚିଠା ପ୍ରକାଶ ପାଇଛି । ତେବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ପଦ ମହିଳା ଥିବା ବେଳେ ଦୁଇଟି ଜିଲ୍ଲାପରିଷଦ ପଦବୀ ମଧ୍ୟରୁ ଗୋଟିଏ ପଛୁଆ ବର୍ଗ ମହିଳା ଓ ଅନ୍ୟଟି ଅନୁସୂଚିତ ଜନଜାତି ମହିଳା ବୋଲି ସଂରକ୍ଷିତ ଚିଠା ପ୍ରକାଶ ପାଇଛି । ଏହି ଚିଠା ପ୍ରକାଶ ପାଇବା ପରେ କେତେ ପ୍ରତିନିଧି ଙ୍କ ନିଦ ହଜିଯାଇଥିବା ବେଳେ କେତେ ନୂତନ ଆଶାୟୀ ଙ୍କ ଆଶା ଉଜ୍ଜୀବିତ ହୋଇଛି ।

Exit mobile version