ଗଜପତି ଜିଲ୍ଲାର ନୂତନ ଜିଲ୍ଲାସୁଚନାଅଧିକାରୀ : ଭାବେ ଯୋଗ ଦେଲେ ଗୌରୀଶଙ୍କରଶତପଥି

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଅକ୍ଟୋବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ନୂତନ ସୁଚନା ଅଧିକାରୀଭାବେ ଗୋରୀ ଶଙ୍କର ଶତପଥି ଦାୟିତ୍ଵଗ୍ରହଣ କରିଛନ୍ତିନ୍ତି l ଦୀର୍ଘ ଦିନ ହେଲାଏହିପୋଷ୍ଟଖାଲି ପଡ଼ିଥିଲା l ବର୍ତ୍ତମାନ ଜିଲ୍ଲା ସୂଚନା ଅଧିକାୀରୀ ଭାବେ ଗଜପତି ଜିଲ୍ଲାର ଦାୟିତ୍ଵ ଗ୍ରହଣକରିଥିବାରୁ ତାଙ୍କୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଏସ ୟୁ ଜେ) ପକ୍ଷରୁ ଅଭିନନ୍ଦନ l

ଆଶା କରୁଛୁ ଜିଲ୍ଲାରେ ରହିଥିବା ସାମ୍ବାଦିକ ମାନଙ୍କରହିଥିବା ବିଭିନ୍ନ ସମସ୍ୟା ଦୁର କରିବାରେ ସକ୍ଷମ ବୋଲି ଆଶା ଓ ଭରସା l ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଡି ଆଇ ପି ଆର ଓ ଙ୍କୁ ଆମର ଅଭିନନ୍ଦନ l

 

Exit mobile version