କ୍ଳଷ୍ଟର୍ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୩ ଟି କ୍ଲଷ୍ଟର ରେ ନାସ୍,ଏଲ ଇ ପି, ଏଫ୍ ଏଲ ଏନ୍ ,ଏବଂ ପ୍ୟାରେଣ୍ଟସ୍ କ୍ୟାଲେଣ୍ଡର,ଉପରେ କ୍ଲଷ୍ଟର ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

 

ନାସ୍,ଏଫ୍ ଏଲ୍ ଏନ୍,ଅଭିଭାବକ ପଞ୍ଜିକା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରତ୍ୟକ ବିଦ୍ୟାଳୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସି ଆର୍ ସି ସି ମାନେ ପରାମର୍ଶ ଦେଇଥିଲେ ।

 

Exit mobile version